Browsing Tag

chinmayee beura

ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇଲେ ଦୀପିକା

ମୁମ୍ବାଇ: ଲୋକେ ସୁନ୍ଦର ହେବାପାଇଁ କଣ କରୁନାହାନ୍ତି । କିଏ ଜିମ ଯାଉଛି ତ କିଏ ପାର୍ଲର, ପୁଣି କିଏ ମୁଖ ସୌନ୍ଦର୍ଯ୍ୟ ପାଇଁ ପ୍ଲାଷ୍ଟିକ ସର୍ଜରୀ କରୁଛି । ତେଣୁ ଦୀପିକା ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ସୁନ୍ଦରୀ ହୋଇପାରିଛନ୍ତି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର…
Read More...

କୃଷକଙ୍କ ଆୟ ବୃଦ୍ଧି ପାଇଁ ରାଉଣ୍ଡ ଟେବୁଲ ବୈଠକ

ଭୁବନେଶ୍ୱର: ଓଡିଶାର କୃଷକ ମାନଙ୍କ ଆୟ ବୃଦ୍ଧି ପାଇଁ କାଲି ଏକ ବୈଠକ ଅନୁଷ୍ଠିତ ହେବ । ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନକାରୀ ପ୍ରତିଷ୍ଠାନ ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ପଦକ୍ଷେପ ନେଇଛନ୍ତି । ତେଣୁ ଓଡ଼ିଶାର କୃଷି-ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ କୃଷକଙ୍କ…
Read More...

ସାଲେପୁରରେ ଚୋରା ବାଣ ଜବତ

ସାଲେପୁର(ତାରାକାନ୍ତ ନାୟକ): ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ମେହେରଙ୍କ ତତ୍ୱବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁରେ ଚଢ଼ାଉ କରି ବହୁ ପରିମାଣରେ ବାଣ ତାଳ ଫୋଟକା, ଘରି, ହାବିଳି, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା,ବଡ଼ ଗଡ଼ମା ଆହୁରି ବିଭିନ୍ନ…
Read More...

ଜଟିଳ ହେବାରେ ଲାଗିଛି ଯୁଦ୍ଧସ୍ଥିତି

ରିପୋଟର୍ସ ଟୁଡେ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ପରିସ୍ଥିତିରେ ଅତିକ୍ରମ କରୁଛି । ଏବେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇରାନ ଚର୍ଚ୍ଚାର ବିଷୟ ପାଲଟିଛି । ଖାସକରି ୟୁକ୍ରନେ ଉପରେ ଆକ୍ରମଣ ଲାଗି ରଷିଆ ଇରାନ ନିର୍ମିତ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରୁଥିବାର ଅଭିଯୋଗ…
Read More...

ମୋକିମଙ୍କ ପାଇଁ ବଡ ଆଶ୍ୱସ୍ତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି । ଭିଜିଲାନ୍ସ କୋର୍ଟଙ୍କୁ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଲା । ଆସନ୍ତା ଫେବୃଆରୀ ୨୨ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଯେଉଁ ପର୍ଯ୍ୟନ୍ତ ଚୂଡାନ୍ତ…
Read More...

ଗୁଜୁରାଟରେ ଏସିଆର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀ ନଗରରେ ହୋଇଛି ଏସିଆର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ । ଡିଫେନ୍ସ ଏକ୍ସପୋର୍ଟ ୨୦୨୨ ଅନୁଷ୍ଠିତ ହୋଇଛି । ଏହି ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରଧାନ ମନ୍ତ୍ରୀ ଅଭିଭାଷଣ ଦେଉଛନ୍ତି । ଏହା କେବଳ ଭାରତ ଉତ୍ପଦିତ…
Read More...

ଗର୍ଭବତୀ ଖବରର ମାତ୍ର ୪୮ ଘଣ୍ଟାରେ ପ୍ରସବ

ରିପୋଟର୍ସ ଟୁଡେ ବ୍ୟୁରୋ: ଆମେରିକାର ଜଣେ ଦମ୍ପତ୍ତି ଶିଶୁକୁ ଜନ୍ମ ଦେବାପାଇଁ କହିବାର ୪୮ ଘଣ୍ଟାରେ ପ୍ରସବ କରିଛନ୍ତି ଏକ ବାଳକ ଶିଶୁ । ଜଣେ ୨୩ବର୍ଷିୟ ଝିଅ ପେଟୋନ ଷ୍ଟୋଭର ଓମାହାର ଜଣେ ଶିକ୍ଷକ ଥିଲେ । ସେ ଡାକ୍ତର ପାଖକୁ ସେତେବେଳେ ଯାଇଥିଲେ ଯେତେବେଳେ ସେ ଥକାପଣ ଅନୁଭବ କରିଥିଲେ । ସେ…
Read More...

ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ପିତୃ ବିୟୋଗ

ସାଲେପୁର(ତାରାକାନ୍ତ ନାୟକ) : ଗତକାଲି ଗର୍ଭଣା ସଂକ୍ରାନ୍ତିର ପ୍ରାତଃ ସମୟରେ ସାଲେପୁର ବରିଷ୍ଠ ନାଗରିକ ଶିବଚରଣ ନାୟକଙ୍କ ପରଲୋକ ଘଟିଛି ।ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ବାପା ହେଉଛନ୍ତି ସ୍ୱର୍ଗତଃ ଶିବଚରଣ ମିଶ୍ର । ବ୍ରେନ୍ ଷ୍ଟ୍ରୋକ ରେ ଆକ୍ରାନ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ…
Read More...

୬ଟି ରବି ଫସଲର ମୂଲ୍ୟ ବୃଦ୍ଧି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁଣି ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । କେନ୍ଦ୍ରସରକାରଙ୍କ ତରଫରୁ ଏଥର ଦୀପାବଳି ଉପହାର ଚାଷୀ ମାନଙ୍କ ପାଇଁ । ୬ଟି ରବି ଫସଲର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଲେ କେନ୍ଦ୍ରସରକାର । ଏନେଇ ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା କ୍ୟାବିନେଟ ବୈଠକ । ଏହି…
Read More...

ସାଲେପୁରରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ସାଲେପୁର(ତାରାକାନ୍ତ ନାୟକ): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନ ହିତକାରୀ ଯୋଜନା ଗୁଡିକୁ ଓଡିଶାର ଘରେ ଘରେ ସମସ୍ତ ସାଧାରଣ ଜନତା ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଟାଙ୍ଗୀ - ସାଲେପୁର ନିର୍ବାଚନ…
Read More...