Browsing Tag

Chinmayee Swain

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ ବିଜେପି କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁନେଇ ବିଜେପି କୁ ଟାର୍ଗେଟ କଲା ବିଜେଡି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋ ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କିଲୋ ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା। ତେବେ ଏହାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏହା ଦ୍ୱାରା ଗରିବ…
Read More...

ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି କୋରାପୁଟ ଜିଲ୍ଲାର ଏହି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

ଭଲିବଲ୍ କ୍ଳଷ୍ଟର-୨୦୨୨ ପ୍ରତିଯୋଗିତାରେ ଭୁବନେଶ୍ୱରର ଯୋଗସନା ଗ୍ରୁପ ସ୍ୱର୍ଣ୍ଣ ଜିତିଛି

ଭୁବନେଶ୍ୱର:ପଞ୍ଜାବର ୭୧ତମ ଅଲ ଇଣ୍ଡିଆ ପୋଲିସ ଭଲିବଲ କ୍ଳଷ୍ଟର-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଭଲିବଲ୍ କ୍ଳଷ୍ଟର-୨୦୨୨ ପ୍ରତିଯୋଗିତାରେ ଭୁବନେଶ୍ୱରର ଯୋଗସନା ଗ୍ରୁପ ସ୍ୱର୍ଣ୍ଣ ଜିତିଛି । ଏହି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଦିପ୍ତିରଞ୍ଜନ ମହାନ୍ତି । ପୋଲିସ ମୁଖ୍ୟାଳୟରେ ପୋଲିସ କମିଶନର…
Read More...

ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା

ଭୁବନେଶ୍ୱର: ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା। ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ…
Read More...

ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ଏତଲା :ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଗୁଳିମାଡ ଘଟଣା । ଏବେ ସାରା ରାଜ୍ୟରେ ଏହି ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି । କିଏ କହୁଛନ୍ତି ଆଇନ ଶୃଙ୍ଖଳା ଠିକ ନାହିଁ ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି । ସେପଟେ ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା…
Read More...

ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ବର: ବିଶ୍ୱର ସବୁଠାରୁ ବୃହତ୍ତ ଷ୍ଟାଡିୟମ ହେଉଛି ରାଉଲକେଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଯେଉଁଠି ଚାଲିଛି ହକି ବିଶ୍ୱକପ ୨୦୨୩ । ଦୁଇ ଦୁଇଥର ହକି ବିଶ୍ୱକପ ଏହି ଷ୍ଟାଡିୟମରେ ହୋଇସାରିବା ପରେ ଓଡିଶା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଏବେ ଓଡିଶା ପାଇଁ ଆସିଛି…
Read More...

ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ପୋଲିସ ମେଡାଲ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୋଲିସ…
Read More...

କଂଗ୍ରେସ ଛାଡିବାବେଳେ କାହା ବିରୋଧରେ କହିନଥିଲି, ବିଜେପି ଛାଡିଲା ବେଳେ ମଧ୍ୟ କାହା ବିରୋଧରେ କହିବି ନାହିଁ:ଗିରିଧର…

ଭୁବନେଶ୍ୱର:ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା ଜ୍ଝ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ୨୦୧୫ ମସିହାରେ କଂଗ୍ରେସ…
Read More...

ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଲା ବିଜେଡି

ଭୁବନେଶ୍ୱର:ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଲା। ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା ।  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି ।ବିଜେପି ସାଂସଦ ମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି।ବିଜେପି…
Read More...

ମାଲକାନଗିରିରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍ଆଇଏ

ମାଲକାନଗିରି :ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍ଆଇଏ। ଗତକାଲି ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନଆଇଏ। ଚାଣ୍ଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।…
Read More...