Browsing Tag

COVID-19

କରୋନାରେ ଅଭିନେତ୍ରୀ ସମ୍ଭାବନା ସେଠ ବାପାଙ୍କ ପରଲୋକ

(ମୁମ୍ବାଇ) : ଅଭିନେତ୍ରୀ ସମ୍ଭାବନା ସେଠଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଅନେଇ ସୋସିଆଲ ମିଡିଆରେ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ସମ୍ଭାବନାଙ୍କ ପିତା ଏସ.କେ ସେଠ କରୋନାରେ ସଂକ୍ରମିତ ଥିଲେ। ବାପାଙ୍କ ମୃତ୍ୟୁ ପରେ ସମ୍ଭାବନା ଏବଂ ତାଙ୍କ ପରିବାର ଲୋକେ ପୂରାପୁରି ଭାଙ୍ଗି ପଡ଼ିଛନ୍ତି…
Read More...

କରୋନାରେ ବିଧାୟକ ସରୋଜ କୁମାର ମେହେରଙ୍କ କକା ଫକିର ମେହେରଙ୍କ ଦେହାନ୍ତ

(ପାଟଣାଗଡ଼) : ପାଟଣାଗଡର ଜଣେ ବରିଷ୍ଠ ଆଇନଜୀବୀ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ କକା ଫକିର ମେହେରଙ୍କ ଆଜି ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେଲା ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳ ୮ ଘଣ୍ଟା ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ତାଙ୍କର…
Read More...

କରୋନାକୁ ପରାସ୍ତ କରି କରୋନା ରୋଗୀଙ୍କ ପାଇଁ ଉଦାହରଣ ପାଲଟିଲା ୫ଦିନର ଶିଶୁକନ୍ୟା

(ବିହାର) : କରୋନା ମହାମାରୀ ମଧ୍ୟରେ ବିହାରର ପାଟ୍‌ନାରୁ ଆସିଛି ଏକ ଉତ୍ତମ ଖବର ଯାହା କାରଣ ରୋଗୀ ମାନଙ୍କୁ ଉତ୍ସାହ ଯୋଗାଇବ । ୫ ଦିନର କନ୍ୟାରତ୍ନ କରୋନାକୁ ପରାସ୍ତ କରିଛି । ପାଟ୍‌ନା ଏମ୍ସରେ ଜନ୍ମ ହେବା ମାତ୍ରେ ଝିଅଟି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେବେ ୫ ଦିନ ମଧ୍ୟରେ ସେ…
Read More...

୩୦ଟି ଜିଲ୍ଲାରୁ ୧୦ ହଜାର ୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

(ଭୁବନେଶ୍ୱର) : ଓଡ଼ିଶାରେ କରୋନା ମହାମାରୀର ଭୟଙ୍କର ସ୍ଥିତି ଉତ୍ପନ୍ନ କରିଛି । ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୦ ହଜାର ୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧୪୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା…
Read More...

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଲବିରା ଅଗ୍ନିହୋତ୍ରିଙ୍କ କରୋନା ପଜିଟିଭ

(ମୁମ୍ବାଇ) : ସାରା ଦେଶରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ତେଣୁ ସଂକ୍ରମଣ ଦୈନିକ ବୃଦ୍ଧି ପାଉଛି । ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ଅଭିନେତା ପର୍ଯ୍ୟନ୍ତ ସମସ୍ତେ କରୋନା ଭାଇରସର ଶିକାର ହେଉଛନ୍ତି। ଏହାରି ମଧ୍ୟରେ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ…
Read More...

୨୦ ଦିନ ମଧ୍ୟରେ ଦୁଇଟି ଗ୍ରାମରେ ୬୪ଙ୍କ କରୋନାରେ ମୃତ

(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଥିବା ବେଳେ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମଧ୍ୟରେ ଆଗ୍ରାରୁ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ଆଗ୍ରାର ଦୁଇଟି ଗ୍ରାମରେ ୨୦ ଦିନ ମଧ୍ୟରେ ୬୪ ଜଣ ଲୋକଙ୍କ ମୃତ୍ୟୁ…
Read More...

ଦିଲ୍ଲୀର ଏକ ହସ୍ପିଟାଲରେ ୮୦ଜଣ କରୋନା ସଂକ୍ରମିତ, ୧୨ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

(ଦିଲ୍ଲୀ) : ଦିଲ୍ଲୀର ସରୋଜ ସୁପର ସ୍ପେଶାଲିଟି ହସ୍ପିଟାଲରେ ୮୦ଜଣ କରୋନା ସଂକ୍ରମିତ । ଏଥିମଧ୍ୟରୁ ଜଣେ ଡାକ୍ତର ଏକେ ରାୱତଙ୍କ ଶନିବାର ଦେହାନ୍ତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ବାକି ଡାକ୍ତର ନିଜ ନିଜ ଘରେ ଆଇସୋଲେସନରେ ରହିଛନ୍ତି । ଏତେ…
Read More...

୨୪ ଘଣ୍ଟାରେ ୯ ହଜାର ୭୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

(ଭୁବନେଶ୍ୱର) : ଦେଶରେ କରୋନା ମହାମାରୀର ଭୟଙ୍କର ପରିସ୍ଥିତି ଉତ୍ପନ କରିଛି । କିନ୍ତୁ ଓଡ଼ିଶାରେ କରୋନା ସଂକ୍ରମଣ ଗ୍ରାଫରେ ସାମାନ୍ୟ ଆଶ୍ୱସ୍ତିର ଚିତ୍ର ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୯ ହଜାର ୭୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫୩୪ ଜଣ…
Read More...

କରୋନାରେ ପୀୟୁଷ ଚାୱଲାଙ୍କ ବାପାଙ୍କ ପରଲୋକ

(ମୁମ୍ବାଇ) : ପରଲୋକରେ ପୀୟୁଷ ଚାୱଲାଙ୍କ ବାପା । ପୀୟୁଷ ଚାୱଲା ସୂଚନା ଦେଇଛନ୍ତି ଯେ, ତାଙ୍କ ପିତା କରୋନା ସଂକ୍ରମିତ ହୋଇଥିଲେ। ଚାୱଲା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ପିତା କରୋନା ସହ ସଂଘର୍ଷ କରିଥିଲେ କିନ୍ତୁ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସେ ଶକ୍ତିର ସ୍ତମ୍ଭ…
Read More...

ବାଟରେ ଟଳି ପଡିଲେ ଜୀବନ ବଞ୍ଚାଇବାକୁ ଫେରୁଥିବା ଶ୍ରମିକ

(ବାଲେଶ୍ଵର) : ଦେଶରେ ଲକଡାଉନ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନେ ଘର ଫେରନ୍ତା ହୋଇସାରିଲେଣି ତେବେ ଏହାରି ମଧ୍ୟରେ ହ୍ରାଇଦାବ୍ରାଦରୁ ବସରେ ଘରକୁ ଫେରୁଥିବା ବେଳେ ମୋଟ ସୀମାନ୍ତରେ ପ୍ରାଣ ହରାଇଛନ୍ତି ଜଣେ ପ୍ରବାସୀ ଶ୍ରମିକ । ମୃତକ ଜଣକ ହେଲେ ବାଲେଶ୍ୱର ସୋର ବ୍ଲକର ସୁଧୀର ରଞ୍ଜନ…
Read More...