Browsing Tag

cricket

ଅଣ୍ଡର-୧୯ T – ୨୦: ଫାଇନାଲ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ : ଅଣ୍ଡର-୧୯ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଯାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ | ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ର ରବିବାର ଫାଇନାଲ୍‌ରେ ଶେଫାଳି ବର୍ମାଙ୍କ ଭାରତ ୭…
Read More...

ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା: ୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍…
Read More...

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ନୂଆଦିଲ୍ଲୀ : ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ମହାକାଳ ମନ୍ଦିର…
Read More...

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ; ସ୍ଥାନ ପାଇଲେନି ବାବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ…
Read More...

ମୁମ୍ବାଇକୁ ସିଫ୍ଟ ହେବେ ଋଷଭ ପନ୍ତ

ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଋଷଭ ପନ୍ତ ଗାଡି ଦୁର୍ଘଟଣା ଘଟଣା | ଆଜି ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି । ଡେରାଡୁନରେ ଚିକିତ୍ସିତ ହେଉଥିବା ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଋଷଭ ପନ୍ତ ନିଜ ଘରକୁ…
Read More...

ନୂଆ ଜର୍ସି ପିନ୍ଧି ଶ୍ରୀଲଙ୍କା ସହ ସିରିଜ ଖେଳିବ ଟିମ ଇଣ୍ଡିଆ..!

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି-ଟେଣ୍ଟି ସିରିଜ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚ ମୁମ୍ବାଇରେ ହେବାକୁ ଥିବା ବେଳେ ଏବେ ଖେଳାଳିଙ୍କ ଜର୍ସିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । କୌଣସି…
Read More...

ଧୀରେ ଧୀରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି

ନୂଆଦିଲ୍ଲୀ : ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେ ଆଇସିୟୁରୁ ବାହାର କରି ୱାର୍ଡକୁ ଅଣାଯାଇଛି ଋଷଭଙ୍କୁ | କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ପନ୍ତ | ଏହି ସମୟରେ ପନ୍ତଙ୍କ…
Read More...

ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି

ବାଣପୁର: ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତ ଭୀମପୁର ଗ୍ରାମର ହାଇସ୍କୁଲ୍ ଖେଳ ପଡିଆ ଠାରେ ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି| ଏହି ଟୁର୍ଣ୍ଣାମେଣ୍ଟର ଏହା ୭୦ତମ ସଂସ୍କରଣ ବିଗତ ୮ଦିନ ହେବ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ…
Read More...

ଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ

ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍‌ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍‌ଆର୍‌ଆଇ ଶୁକ୍ରବାର ରାତିରେ କରାଯା‌ଇଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମର୍ଜେନ୍ସି (ଆତକାଳୀନ) ଚିକିତ୍ସା ପରେ ଏମ୍‌ଆର୍‌ଆଇ କରାଯାଇଥିଲା।…
Read More...

ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ଡିଭାଇଡରରେ ପିଟି ହୋଇ ଜଳିଗଲା ପନ୍ତଙ୍କ ଗାଡି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ…
Read More...