Browsing Tag

Dhamnagar Bye Election

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର (ହରପ୍ରସାଦ ବିଶୋଇ ): ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ । ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁ ଦାସଙ୍କୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ…
Read More...

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ମୋକିମ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ତାଲିକାର ଶୀର୍ଷରେ ରହିଛନ୍ତି…
Read More...

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର

ଧାମନଗର: ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ମନ୍ତ୍ରୀ ସମୀର ଦାସ ବାଦ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଉପରେ ଦଳ ସୁପ୍ରିମୋ ଖପ୍ପା ନେଇ ଚର୍ଚ୍ଚା, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଯେଉଁ ନେତା ମନ୍ତ୍ରୀ ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ ଥାଆନ୍ତି ତାହା…
Read More...

ଧାମନଗର ଉପ ନିର୍ବାଚନରେ ହୋଇପାରେ ଇତିହାସର ପୁନରାବୃତ୍ତି

ବ୍ୟୁରୋ : ଇତିହାସ ପୁନରାବୃତ୍ତି ଇତିହାସ ପୁନରାବୃତ୍ତି ହେଉଥାଏ, ସ୍ଥାନ କାଳ ପାତ୍ର ରୂପ ଦୃଶ୍ୟ ଭିନ୍ନ ଭିନ୍ନ ହୋଇ ଇତିହାସ ଆଉ ଥରେ ନିଜକୁ ଦୋହରାଇ ଥାଏ। ଧାମନଗର ଉପନିର୍ବାଚନ , ଇତିହାସ ପୁଣିଥରେ ବର୍ତ୍ତମାନର ଆଇନାରେ ନିଜ ପ୍ରତିଛବି ଦେଖୁଛି। ଧାମନଗର ର ପୂର୍ବତନ ବିଜେଡି ବିଧାୟକ…
Read More...

ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀନୀ ଅବନ୍ତୀ ଦାସ

ଭଦ୍ରକ : ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ।ସେଠାରୁ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ…
Read More...

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ରାଜୁଙ୍କ ପାଖରେ ସମର୍ଥକଙ୍କ ଭିଡ ଲାଗିଛି ।…
Read More...

ନାଲିକାଳିରେ ଲୁହଭିଜା ଚିଠିକୁ ନେଇ ରାଜନୀତିରେ ଜୋରଦାର ଚର୍ଚ୍ଚା

ଧାମନଗର : ବିଜେଡ଼ିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ (ରାଜୁ) ବିଜେଡିରୁ ଟିକେଟ ନ ପାଇବା ପରେ ତାଙ୍କର ସମର୍ଥକମାନେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଶତାଧିକ ରାଜୁ ସମର୍ଥକ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ପହଞ୍ଚି ରାଜୁ ଭାଇ ସାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ…
Read More...

ଧାମନଗର ଉପନିର୍ବାଚନ ପାଇଁ ରେସରେ ତିନି ଦଳର ପ୍ରାର୍ଥୀ 

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ହୋଇସାରିଛି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେପି, ପରେ କଂଗ୍ରେସ ଏବଂ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ମିଶନ ଶକ୍ତି ସହ ଦୀର୍ଘ ଦିନର ଅଭିଜ୍ଞତା ଥିବା…
Read More...

କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା

ଧାମନଗର: କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଭୁବନେଶ୍ୱର ଡାକରା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ଟିକେଟ୍ ମିଳିବ କି ନାହିଁ ପ୍ରଶ୍ନର ଉତ୍ତର ରଖି ଅପେକ୍ଷା କରିବାକୁ ରାଜୁ ଦାସ କହିଛନ୍ତି ।…
Read More...

ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ ।

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ । ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ଭୋଟ…
Read More...