Browsing Tag

Ganjam

ଗଞାମ ଜିଲ୍ଲାରେ ବି.ଏସ.କେ.ୱାଇ. କାର୍ଯ୍ୟାୟନର କ୍ଷେତ୍ରସ୍ତରୀୟ ସମୀକ୍ଷା

ଗଞାମ : ଗଞାମ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାୟନ ବିଷୟରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶୃତି ସୋସାଇଟିର ଅତିରିକ୍ତ ନିର୍ଦେଶକ ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର ଇତି ମଧ୍ୟରେ ଗଞାମ ଜିଲ୍ଲା ଗସ୍ତ କରି ବି.ଏସ.କେ.ୱାଇ. ଅନୁବନ୍ଧିତ…
Read More...

ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଆରପାରିରେ ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଗତକାଲି(ମଙ୍ଗଳବାର) ଛାତିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ଝିଅ ଶୋଇଥିବା ବେଳେ କୂଅରେ ପକେଇଦେଲା ମା !

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗାଁ ଦାଣ୍ଡରେ ଥିବା କୂଅରୁ ଉଦ୍ଧାର ହେଲେ ଶିଶୁ କନ୍ୟା । ଗତ କାଲି ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କଙ୍କରଡ଼ା ବ୍ରାହ୍ମଣ ସାହି ଥିବା ଏକ କୂଅରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି…
Read More...

ନଗରପାଳଙ୍କୁ ତହସିଲଦାର କର୍ମଚାରୀଙ୍କ ଦୁର୍ବ୍ୟବହାର

ଭଞ୍ଜନଗର: ଭଞ୍ଜନଗର ତହସିଲଦାର କାଯ୍ୟାଳୟରେ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି । କାଯ୍ୟାଳୟରେ ଜୈନିକ କର୍ମଚାରୀ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ମାଗୁଥିବା ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଅଭିଯୋଗ ଆଣିବା ସହ ଜଣେ କର୍ମଚାରୀ ମଦ୍ୟପାନ କରି…
Read More...

ପୁଣି ଓଲଟିଲା ଯାତ୍ରୀବାହୀ ବସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଓଲଟି ପଡିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ 10ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାଲକ୍ଷ୍ମୀ ବୋଲି ଜଣାପଡିଥିବା ବେଳେ ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ହୋଇଛି…
Read More...

ରକ୍ତଦାନ କରି ନିଆରା ଜନ୍ମ ଦିନ ପାଳିଲେ ଯୁବ ସମାଜସେବୀ କାହ୍ନା ଖୁଣ୍ଟିଆ

ହିଞ୍ଜିଳିକାଟୁ/ରଜନୀକାନ୍ତ ପାତ୍ର : ସମୟ ବଦଳିବା ସହ ମଣିଷର ବିଚାର ଧିରେ ଧିରେ ପରବର୍ତ୍ତନ ହେବାରେ ଲାଗିଛି। ନିଜର ପରମ୍ପରା ଓ ଦାୟିତ୍ୱବୋଧକୁ ଭୁଲି ମଣିଷ ନିଜ ଜନ୍ମ ଦିନକୁ ପାଶ୍ଚାତ୍ୟ ପରମ୍ପରାରେ ପାଳନ କରୁଥିବା ନଜରକୁ ଆସୁଛି। ତେବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ…
Read More...

ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା: ଵାଇକକୁ ଧକ୍କା ଦେଲା କାର, ଵାଇକ ଚାଳକ ମୃତ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ପାଟପୁର ଥାନା ପୋଡ଼ାମାରି ରାଜନାପଲ୍ଲୀ ରାସ୍ତା ନିକଟରେ କାର ଧକ୍କାରେ ଵାଇକ ଚାଳକ ମୃତ। ଆଜି ସକାଳୁ ଘଟିଛି ଏଭଳି ଦୁର୍ଘଟଣା। ଗଞ୍ଜାମ ଗଜପତି ସଂଯୋଗ କରୁଥିବା ଜାତୀୟ ରାଜପଥ ପୋଡ଼ାମାରି ରାଜନାପଲ୍ଲୀ ନିକଟରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଆଭିନାଶ ରେଡ୍ଡୀ…
Read More...

ଦଶ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିର ମୃତ ଦେହ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଦଶ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିର ମୃତ ଦେହ, ଏହିପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦେଖାଳିରେ | ଦେଖାଳି ଗାଁର କୃଷ୍ଣ ବେହେରାଗତ 19 ତାରିଖରେ ନିଖୋଜ ହୋଇଯାଇଥିଲେ, ଏ ନେଇ ଥାନାରେ ଏତଲା ଦେଇଥିଲେ ପରିବାର ବର୍ଗ | ଏହା ପରେ ଛାନଭିନ…
Read More...

ଖରିଫ ଋତୁ ୨୦୨୨-୨୩ ନିମନ୍ତେ ବ୍ଲକ ସ୍ତରୀୟ ଧାନ କ୍ରୟ ବୈଠକ ଅନୁଷ୍ଠିତ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଛତ୍ରପୁର ଙ୍କ ପକ୍ଷରୁ ସାରା ଜିଲ୍ଲାରେ ଚଳିତ ବର୍ଷର ଖରିଫଋତୁ ଧାନ ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି କାଟୁ ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁ ୨୦୨୨-୨୩…
Read More...

ସାଇକେଲରେ କଲିକତାରୁ କେରଳ ଅଭିଯାନରେ ରାହୁଲ

ଆସିକା : କଲିକତାରୁ କେରଳଯାନରେ ଅଭିଯାନରେ ବାହାରିଛନ୍ତି ରାହୁଲ ସ୍ଵ । ସାଇକେଲରେ ଯାତ୍ରା କରିବା ସହିତ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଥିବା କହିଛନ୍ତି ରାହୁଲ । ଘରୁ ବାହାରିବା ସମୟରେ ବାଟ ଘାଟରେ ରହିବା ପାଇଁ ଅସ୍ଥାୟୀ ତମ୍ବୁ ସାଙ୍ଗକୁ…
Read More...