Browsing Tag

Gop

ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

(ଗୋପ/ ଜୟନ୍ତ ସେଠି): ଜୁନ ୨୧ କି ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଯୋଗ ଦ୍ୱାରା ଶରୀର, ମନ ଓ ମସ୍ତିଷ୍କ ସୁସ୍ଥ ରୁହେ। ଏଣୁ ଲୋକ ଙ୍କୁ ଯୋଗ ଅଭ୍ୟାସ କରିବା ପାଇଁ ଏହି ଦିନ ପାଳନ ର ମୁଖ୍ୟ ଲକ୍ଷ୍ୟ। ୨୦୧୫ ମସିହା ରୁ ଯୋଗ ଦିବସ ମିଳିତ ଜାତିସଂଘ ଦ୍ୱାରା ସାରା ବିଶ୍ୱରେ ପାଳନ…
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

(ଜୟନ୍ତ କୁମାର ସେଠୀ) : ଯିଏ ଦିନେ ପରିବାରର ବୋଝ ନିଜ କାନ୍ଧରେ ବୋହି ନେଇ ପରିବାରର ଦୁଃଖ ଲାଘବ କରୁଥିଲା, ସେ ଏବେ ପରିବ।ର ପାଇଁ ପାଲଟିଯାଇଛି ବୋଝ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ରାହଁଗେ।ରଡା ଗ୍ରାମପଚଂ।ୟତ ଖଣ୍ଡସାହି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ଘରେ…
Read More...

ଏନ ଏସି କାର୍ୟ୍ୟଳୟ ର ଉନ୍ନୟନ ପ୍ରକଳ୍ପ ଓ ଆୟଵ୍ୟୟର ସମୀକ୍ଷା କଲେ କେନ୍ଦ୍ରଂଚଳ ରାଜସ୍ବ କମିଶନର

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଏନଏସି କାର୍ୟାଳୟ ଠାରେ ଅଫିସ ଦ୍ଵାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଓ ଆୟବ୍ୟୟ ର ପୁଖାଂନୁପୁଖ ସମୀକ୍ଷା କରିଛନ୍ତି କେନ୍ଦ୍ରାଚଂଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ। ଏହି ସମୀକ୍ଷା ସମୟରେ ପୁରୀ…
Read More...

ଆଇନଜୀବି ଆନ୍ଦୋଳନକୁ ନେଇ ମହ ଓକିଲଙ୍କ ମାମଲା ଫଇସଲା ହୋଇ ପାରୁନଥିବା ଯୋଗୁଁ ଖାଦ୍ୟ ବନ୍ଦ ଆନ୍ଦୋଳନ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କାରାଗାର ବାଙ୍ଗରଠାରେ ଦିର୍ଘ ୪୦ ଦିନରୁ ଅଧିକ ହେବ ଆଇନ ଜିବି ମାନଙ୍କର ଆନ୍ଦୋଳନ ସମାଧାନ ହୋଇପାରୁନଥିବା ଜୋଗୁ ବିଚାର ଧିନ ମହ ଓକିଲ ଓ କୟଦି ବିଭିନ୍ନ ଜେଲରେ ବନ୍ଦୀ ହୋଇ ଅଛନ୍ତି। ଜିଲ୍ଲା କାରାଗାର ବାଙ୍ଗର ଠାରେ ୫୮୪ ଜଣ ବନ୍ଦୀ ହୋଇ ଅଛନ୍ତି।ଏଥି…
Read More...

ରାଜ୍ୟସ୍ତରୀୟ ସାହିତ୍ୟ ଆସର ଉଦଘାଟନ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଯାତ୍ରୀନିବାସ ଠାରେ ଭାଷା ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଚକ୍ର ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଡ଼ଃ ସୁକେନ୍ଦୁ କୁମାର ମିଶ୍ର, ମୁଖ୍ୟ ଅତିଥି କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଦିପ୍…
Read More...

ଗୁହାଳଘରେ ଚାଲିଛି ଶିକ୍ଷାଦାନ ଓ ମଧ୍ୟାନ୍ନ ଭୋଜନ

(ଜୟନ୍ତ କୁମାର ସେଠୀ) : ସରାକର କୋଟି କୋଟି ଟଙ୍କା, ସ୍ୱାସ୍ଥ୍ୟ ପରୀମଳ ଓ ପିଲାମାନଙ୍କ ଶିକ୍ଷା ଉପରେ ଖର୍ଚ୍ଚ କରୁଥିବାବେଳେ ତାହା ଜଳେଶ୍ୱର ପଞ୍ଚାୟତରେ ଫେଲ ମାରିଛି ବୋଲି ଅଭିଯୋଗ ହେଇଛି । ପୁରୀ ଜିଲ୍ଲା ନିମାପଡ଼ ବ୍ଲକ୍ ଜଳେଶ୍ୱର ପୁର ପଞ୍ଚାୟତ ଅଙ୍ଗାର ପଡ଼ା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର…
Read More...

କାକଟପୁରରେ ବିଜେଡ଼ି ମହିଳା ସମାବେଶ

(ଜୟନ୍ତ କୁମାର ସେଠୀ) : ଆସନ୍ତା ନିର୍ବାଚନରେ ବିଜେଡ଼ିକୁ ପୁଣି ଓଡ଼ିଶାରେ ଆଣିବାକୁ ଶପଥ ନେଇଛି ବିଜେଡିର ମହିଳା କର୍ମୀ । ଏନେଇ କାକଟପୁର ଠାରେ ବିଜେଡ଼ି ମହିଳା ସମାବେଶ ଅନୁଷ୍ଣିତ ହୋଇଛି । ଏହି ସମାବେଶରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇ ଏହି ସମାବେଶକୁ…
Read More...

ଭିନ୍ନକ୍ଷମ ସମାର୍ଥ୍ୟ ଶିବିର ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଳ୍ଲା ନିମାପଡ଼ା ଠାରେ ଭିନ୍ନକ୍ଷମ ସମାର୍ଥ୍ୟ ଶିବରି ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ବ୍ଲକ ପକ୍ଷରୁ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ୍ କରିଥିଲେ । ଏହି…
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

(ଜୟନ୍ତ କୁମାର ସେଠୀ) : ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କର ବେଳାଭୂମିକୁ ପରିସ୍କାର ପରିଛନ୍ନ କରାଯାଇଛିା । ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲାମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତା ପରେ ପର୍ଯ୍ୟଟକଙ୍କୁ ଫୁଲ ଚନ୍ଦନ ଦେଇ ପାରମ୍ପରିକ…
Read More...

ସ୍ୱାଧୀନତାର ପରେ ମଧ୍ୟ ବଦଳୁନି ଗାଁର ଚିତ୍ର

(ଜୟନ୍ତ କୁମାର ସେଠୀ): ଗାଁକୁ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଦଳିପାରୁନାହିଁ ଚିତ୍ର । ଏହି ହେଉଛି ପିପିଲି ବ୍ଲକ ଅନ୍ତର୍ଗତ ବୀରସ୍ତମ୍ଭପୁର ପଞ୍ଚାୟତର ମାଣଚିନା ଗାଁ । ସରକାର ପରେ ସରକାର ବଦଳୁଛନ୍ତି କିନ୍ତୁ ଗାଁର ଛବି ବଦୁଳୁ ନାହିଁ ।…
Read More...