Browsing Tag

India

ମୁକ୍ତ ହେଲା ଦେଢ ବର୍ଷ ହେବ ବନ୍ଦୀ ଥିବା ନରହନ୍ତା ହାତୀ

(ବାରଣାସୀ) : ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦେଢ ବର୍ଷ ହେବ ବନ୍ଦୀ ହୋଇଥିବା ନରହନ୍ତା ହାତୀକୁ ମୁକ୍ତି ମିଳିଛି । ଚନ୍ଦୌଲି ଜିଲ୍ଲାରେ ବବୁରୀ ମେଳାରେ ୨୬ ଅକ୍ଟୋବର ୨୦୧୯ରେ ହାତୀ ମିଠୁ ରାମ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କୁ କଚାଡି ହତ୍ୟା କରିଥିଲା। ସେବେଠାରୁ ଏହି ନରହନ୍ତା…
Read More...

୧୦ ରାଜ୍ୟରେ ଖୋଲା ହେଲା ମଦଦୋକାନ

(ଦିଲ୍ଲୀ) : ଦେଶରେ ଅନେକ ରାଜ୍ୟରେ କୋଭିଡ୍-୧୯ର ଦ୍ଵିତୀୟ ଲହରର ହ୍ରାସ ପାଇବା ମାତ୍ରେ ୧୦ ରାଜ୍ୟରେ ଖୋଲିଛି ମଦଦୋକାନ । ତେବେ ରାଜ୍ୟଗୁଡ଼ିକରେ କଟକଣାରେ କୋହଳ ଦେବା ସହ ମଦ ବିକ୍ରି କରିବାକୁ ମଧ୍ୟ ଅନୁମତି ମିଳିଛି। ତେବେ ଆଉ କିଛି ରାଜ୍ୟରେ ଦୋକାନ ବଜାରରେ କଟକଣା କୋହଳ କରାଯାଇଥିଲା ମଧ୍ୟ…
Read More...

ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା !

(ଭୁବନେଶ୍ୱର):ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା । ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି ।…
Read More...

ଖସି ଯିବା ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗୁଳି

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): ବେଙ୍ଗାଲୁରୁରେ ଅପରାଧୀମାନଙ୍କ ପାଇଁ ସବୁବେଳେ ସଜାଗ ରହିଛି ପୋଲିସ ଡିପାର୍ଟମେଣ୍ଟ। କୌଣସି ଅପରାଧୀ ଆଇନ ହାତରୁ ଖସିବା ସମ୍ଭବ ନୁହେଁ। ଏହି କଥା ଆଜି ପୁଣିଥରେ ପ୍ରମାଣ ହୋଇଯାଇଛି। ତଦନ୍ତ ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଅପରାଧୀଙ୍କୁ…
Read More...

ରୋଗ ନୁହେଁ ଭୟ ନେଲା ଜୀବନ

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): କର୍ଣ୍ଣାଟକ ହାଭେରୀଠାରେ ଘଟିଛି ଏକ ଅଭାବନୀୟ ଘଟଣା । ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ହେଉଥିବାରୁ ସେ ବେକରେ ବେଡ ଶିଟ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କୋରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ…
Read More...

ହାର ମାନିଲା କୋରୋନା

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ଭୂତାଣୁ ଆଗରେ ସବୁ ବର୍ଗର ବ୍ୟକ୍ତିବିଶେଷ, ଡାକ୍ତର ଏବଂ ବୈଜ୍ଞାନିକ ବେସାହାରା ମନେ କରୁଥିବା ବେଳେ ବାଙ୍ଗାଲୋରରୁ ଆସିଛି ଏକ ଅତ୍ୟନ୍ତ ଖୁସିର ଖବର । କୋରୋନାର ଏହି ଦ୍ୱିତୀୟ ଲହର ବୃଦ୍ଧ ଏବଂ ଛୋଟ ପିଲାମାନଙ୍କୁ ଅଧିକ ଅକ୍ରାନ୍ତ କରୁଥିବା…
Read More...

ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା , ମହାମାରୀ ସମୟରେ ଆମକୁ ଖୁବ୍ ସାହାଯ୍ୟ କରିଛି ଭାରତ

(ଦିଲ୍ଲୀ) : କରୋନା ମହାମାରୀରେ ଭାରତର ସ୍ଥିତି ବେହାଲକରିଦେଇଥିବା ବେଳେ ପ୍ରତ୍ୟକଦିନ ନୂଆ ରେକର୍ଡ ଭାଙ୍ଗୁଛି କରୋନା । ଭାରତରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ ଲାଗିବାର ନାଁ ନେଉନି । ତେବେ ଭାରତର ଏଭଳି ଖରାପ ସମୟରେ ଏବେ ସହଯୋଗ କରିବ ବୋଲି ଭରସା ଦେଇଛି ଆମେରିକା…
Read More...

ଓଡ଼ିଶା ସାଜିଛି ସଂକଟମୋଚକ

ଭୁବନେଶ୍ୱର(ରିପୋଟର୍ସ ଟୁଡେ): ସାରା ଦେଶରେ କୋରୋନାର ଦ୍ୱିତୀୟ ଲହରୀ ହାହାକାର ପକାଇଛି । ଦିନକୁ ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହା ଏବେ ସରକାରଭ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ମହାମାରୀରୁ ଦେଶବାସୀଙ୍କୁ କିପରି ରକ୍ଷା କରିବେ ଏ ନେଇ…
Read More...

ବାହାଘର ଭାଙ୍ଗିବା ଡିଏମଙ୍କୁ ପଡିଗଲା ମହଙ୍ଗା

ଅଗରତାଲା(ରିପୋଟର୍ସ ଟୁଡେ): ବାହାଘର କାର୍ଯ୍ୟକ୍ରମକୁ ଜୋର ଜବରଦସ୍ତ ଭାଙ୍ଗିବା ତ୍ରିପୁରାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡିଛି । ମାଜିଷ୍ଟ୍ରେଟ ଶୈଳେଶ କୁମାର ଯ।।ଦବ କଟକଣାକୁ ପାଳନ କୋରୋନା କରିବାକୁ ଯାଇ ଏକ ବାହାଘର କାର୍ଯ୍ୟକ୍ରମରେ ପହଞ୍ଚି ଏହାକୁ ଅଟକାଇଥିଲେ । ଯାହାର ଫଳ ତାଙ୍କ…
Read More...

୩୦୦୦ ଆକ୍ରାନ୍ତ ନିଖୋଜ

ବେଙ୍ଗଲୁରୁ: ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର । ତେଣୁ ଏଭଳି ସଙ୍କଟ ସମୟରେ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ହୋଇ ପଡିଛି । ତେବେ ଏହି ସମୟରେ ବେଙ୍ଗଲୁରୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସହରରେ ଚିହ୍ନଟ ହୋଇଥିବା ୩ ହଜାର କୋରୋନା…
Read More...