Browsing Tag

KORAPUT

ଘାଟିରୁ ୩୦ ମିଟର ତଳକୁ ଖସିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର

(କୋରାପୁଟ) : ଘାଟିରୁ ୩୦ ମିଟର ତଳକୁ ଖସିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ଅଘଟଣ ଆଶଙ୍କାରେ ୨୬…
Read More...

କାର ସହ ପିକଅପ ଭ୍ୟାନ ଧକ୍କା , ବରିଷ୍ଠ ବିଜେଡି ନେତା ରଞ୍ଜୁ ପାତ୍ର ଗୁରୁତର

(କୋରାପୁଟ) : କାର ଓ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି କୋରାପୁଟ ରାଜ୍ୟ ଜାତୀୟ ରାଜପଥ ପୂଜାରିପୁଟ ନିକଟରେ । ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଲେ କୋଟପାଡର…
Read More...

କରୋନା ଦାଉରୁ ରକ୍ଷା ପାଇଁ ମେଣ୍ଢା ବଳି

(କୋରାପୁଟ ) : ଆଜି ବି ନିଜର ସ୍ଥାନ ଅଧିକାର କରୁଛି ଅନ୍ଧବିଶ୍ବାସ । କରୋନା ଦାଉରୁ ଗାଁକୁ ରକ୍ଷା କରିବା ପାଇଁ ମାନସିକ ରଖିବା ସହ ଦିଆଯାଉଛି ବୋଦା ବଳି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଏକ ଗାଁରେ । କେବଳ ସେତିକି ନୁହେଁ…
Read More...

ପାତଳୀ ନଦୀରେ ବୁଡି ଗଲେ ଯୁବକ

(କୋରାପୁଟ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ସିରିଷଗୁଡା ଗ୍ରାମର ଜଣେ ଯୁବକ ପାତାଳୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ପାଡୁଆ ଥାନା ପାଡୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିଷଗୁଡା ଗ୍ରାମର ବାସନା ସିନ୍ଦେରି(୩୭) । ଚାଷ କାମ କରି ଧୋଇ…
Read More...

ରାଜ୍ୟରେ ତିଆରି ହେବ ଆଉ ୩ କୋଭାସ ମେସିନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ତିଆରି ହେବ ଆଉ ୩ କୋଭାସ ମେସିନ । କୋରୋନା ମୁକାବିଲା ପାଇଁ ଏବେ ରାଜ୍ୟରେ ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛନ୍ତିି । ରାଜ୍ୟ ବାସୀଙ୍କୁ କୋରାନା କବଳରୁ କିପରି ରକ୍ଷା କରିବେ ତାହାହିଁ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ ରହିଛି । କୋରୋନା ସଂକ୍ରମଣର…
Read More...

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ,୧୧୧ରେ ପହଞ୍ଚିଲା ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି କୋରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟ । ୧୧୧ ନମ୍ବର ଆକ୍ରାନ୍ତଙ୍କ ଘର ଯାଜପୁର ଜିଲ୍ଲାର ବାସୁଦେବପୁର ଅଞ୍ଚଳର । ତାଙ୍କର ବୟଷ ୩୪ ବର୍ଷ । ସେ ପଶ୍ଚିମବଙ୍ଗୋରୁ…
Read More...

କୋରୋପୁଟ କୋରୋନା ଆକ୍ରାନ୍ତଙ୍କ କଲିକତା ଲିଙ୍କ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଆଜି ରାଜ୍ୟରେ ଦୁଇଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଯାଜପୁର, ବାଲେଶ୍ୱର ଓ ସୁନ୍ଦରଗଡ ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାରୁ ପ୍ରଥମ…
Read More...