Browsing Tag

Manasi panda

ପୁଣି ଶିମିଳିପାଳ ଅଭୟାରଣ୍ୟରୁ ବାଘ ଚମଡା ଜବତ 

ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ମୟୂରଭଞ୍ଜ ପୁଲିସ ଏକ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଝାରପୋଖରିଆ ଥାନା ୪୯ ନମ୍ବର ଜାତୀୟ ରାଜପଥର କତରାଠାରେ ଥିବା ଟାୱାର ଢାବାରେ ଗତକାଲି ବିଳମ୍ବିତ ରାତିରେ ବାଘ ଛାଲ ବିକ୍ରି…
Read More...

କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନ୍ଚ୍ୟୁତ

କୋରାପୁଟ : କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଫଳରେ ୧୧ଟି ବଗି ଟ୍ରାକ୍ରୁ ଖସିପଡିଛି । ରେଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ଖବର ଅନୁଯାୟୀ କିରଣ୍ଡୁଲ ରୁ ବିଶାଖାପାଟଣା ଯାଉଥିବାବେଳେ ଟ୍ରେନଟି ଲାଇନଚ୍ୟୁତ ହୋଇଛି…
Read More...

ଆସାମରେ ୪୦୦୪ ବାଲ୍ୟ ବିବାହ ମାମଲା, କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ଆସାମ: ଚିନ୍ତା ବଢିଯାଇଛି ଆସାମରେ ବାଲ୍ୟ ବିବାହ ମାମଲା । ବାଲ୍ୟ ବିବାହ ଆଇନ ଉଲ୍ଲଙ୍ଘନ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦୦୪ଟି ମକଦ୍ଦମା କେବଳ ବାଲ୍ୟ ବିବାହ ଆଇନରେ ରୁଜୁ ହୋଇଛି । ଏହି ସବୁ ମାମଲା ବାଲ୍ୟ ବିବାହ ଆଇନର…
Read More...

ବଦଳିଲା ଦିଲ୍ଲୀ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାଁ

ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ । ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ୟ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ୟ୍ୟଟକ ଆସନ୍ତି। ଏଠାରେ ୧୩୮ ପ୍ରକାରର…
Read More...

ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା; ୨ ପାଇଲେଟଙ୍କୁ ଏୟାରଲିପ୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା ।ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ତଳକୁ ଖସି ପଡିବା ପରେ ଜଳି…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବା ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରିବେ । ଓଡ଼ିଶାକୁ…
Read More...

ବୃନ୍ଧଙ୍କର ଝୁଲନ୍ତା ଶବ ଉଧାର କଲା କୋଣାର୍କ ପୋଲିସ

ଗୋପ/ଜୟନ୍ତ କୁମାର ସେଠୀ: କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମ ପଞ୍ଚାୟତ ପାଇକରା ପୁର ଗ୍ରାମର ବାନାମ୍ବର ପାତ୍ର ଗତ ୪ଦିନ ହେବ ନିଖୋଜ ଥିବା ବେଳେ ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଣାର୍କ ପୋଲିସ ଓ ପରିବାର ସବୁଆଡେ ଖୋଜାଖୋଜି କରିବା ବେଳେ ଆଜି ସକାଳୁ…
Read More...

ରାଜ୍ୟସ୍ତରୀୟ ପରେଡ: ମୁଖ୍ୟ ଆକର୍ଷଣ ବାଇକ ଡେୟାର ଡେଭିଲ ଶୋ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ଗୁରୁବାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ…
Read More...

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର ୨୦୨୩: ପ୍ରଦ୍ମଶ୍ରୀ ସମ୍ମାନରେ ୪ ଓଡ଼ିଆ

ନୂଆଦିଲ୍ଲୀ: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର ୨୦୨୩ । ସମାଜର ବିଭନ୍ନ କ୍ଷେତ୍ରରେ ଅବଦାନ ପାଇଁ ଚଳିତ ଥ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ । ଯେଉଁଥିରେ ୯୧ ଜଣଙ୍କୁ ପଦ୍ମଶ୍ରୀ, ୬ଜଣଙ୍କୁ ପଦ୍ମ ବିଭୂଷଣ ଏବଂ ୯ଜଣଙ୍କୁ ପଦ୍ମଭୂଷଣ ଘୋଷଣା କରାଯାଇଛି । ସେହିପରି ୯୧ ଜଣ…
Read More...

ଡିସିପି ଅଫିସ୍ ପରିସରରେ ପତାକା ଉତ୍ତୋଳନ କଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଏହି ଅବସରରେ ଡିସିପି ଅଫିସ୍ ପରିସରରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଦ୍ୱାରା ଫ୍ଲାଗ୍ ହୋଷ୍ଟିଂ କରାଯାଇଥିଲା । ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ…
Read More...