ଭାରତ୩ଟି କଲର କୋଡ୍ ଷ୍ଟିକର ଜାରି କଲା ପୋଲିସ , ଷ୍ଟିକର ଥିଲେ ହେବେ ନାହିଁ ହଇରାଣReportApril 22, 2021 by ReportApril 22, 202109 (ମୁମ୍ବାଇ): ଦେଶର କରୋନାର ଦ୍ବିତୀୟ ଲହର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ ସବୁଠାରୁ ଖରାପ ସ୍ଥିତି ରହିଛି। ମୁମ୍ବାଇ ପୋଲିସ ଯାନବାହାନ ବ୍ୟବହାର ପାଇଁ ୩ଟି କଲର କୋଡ୍ ଷ୍ଟିକର ଜାରି
ଆମୋଦପ୍ରମୋଦସୁପରଷ୍ଟାର ଚିରଞ୍ଜୀବୀ ସିନେ ୱାର୍କସ ଏବଂ ସାମ୍ବାଦିକଙ୍କୁ ଯୋଗାଇବେ ମାଗଣା ଟୀକାReportApril 22, 2021 by ReportApril 22, 202105 (ମୁମ୍ବାଇ ) : ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏଭଳି ପରିସ୍ଥିତିରେ କୋଭିଡ-୧୯ ଟୀକାକରଣ ମଧ୍ୟ ଦ୍ରୁତ ଗତିରେ କରାଯାଉଛି। ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀ ହାଇଦ୍ରାବାଦର ସିନେ ୱାର୍କସ
ଭାରତଲୋକ ୨୫ ନହେଲେ,୫୦ ହଜାରReportApril 22, 2021 by ReportApril 22, 2021012 ମୁମ୍ବାଇ: କୋରୋନା ମହାମାରୀ ସଂକ୍ରମଣରେ ବେହାଲ ହୋଇପଡିଛି ସମଗ୍ର ମହାରାଷ୍ଟ୍ର । ଦୈନିକ ସଂକ୍ରମଣ ଏବଂ କୋରେନା ମୃତ୍ୟୁହାର ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟଛି । ମହାରାଷ୍ଟ୍ରରେ ଆଜି ସର୍ବାଧିକ
ଆମୋଦପ୍ରମୋଦହୋଷ୍ଟ ରାଘବ ଜୁୟାଲ କରୋନାରେ ସଂକ୍ରମିତReportApril 22, 2021 by ReportApril 22, 2021015 (ମୁମ୍ବାଇ ) : ‘ଡ୍ୟାନ୍ସ ଦିଓ୍ବାନ’ ହୋଷ୍ଟ ରାଘବ ଜୁୟାଲ କରୋନାରେ ସଂକ୍ରମିତ । ଏନେଇ ସେ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ରାଘବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଜ୍ୱର
ଆମୋଦପ୍ରମୋଦରାକ୍ଷୀ ସାୱନ୍ତ ମାଆଙ୍କର କ୍ୟାନସର ଅପରେସନ୍ ସଫଳ, ଧନ୍ୟବାଦ ସଲମାନ ଖାନReportApril 20, 2021 by ReportApril 20, 202106 (ମୁମ୍ବାଇ) : ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କର କ୍ୟାନସର ଅପରେସନ୍ ସଫଳ ହୋଇଛି। ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ରାକ୍ଷୀ ମାଆଙ୍କ ପାଇଁ ଟିଭିରେ ଅନେକ ଥର ସାହାଯ୍ୟ
ଆମୋଦପ୍ରମୋଦଅଭିନେତା ନାମିଶ କନେଜା କୋଭିଡ୍ ପଜିଟିଭ୍, ମାଳଦୀପ ରିସର୍ଟରେ କ୍ୱାରେଣ୍ଟାଇନ୍ReportApril 20, 2021 by ReportApril 20, 202103 (ନୂଆଦିଲ୍ଲୀ) : କରୋନା ଭାଇରସ୍କୁ ନେଇ ସରକାର ଚିନ୍ତିତ ହୋଇପଡିଲେଣି । ଗତ କିଛି ଦିନରେ ଯେଉଁ ପ୍ରକାରର ଭାଇରସ୍ ବଢ଼ି ଚାଲିଛି ,ଏହା ଏକ ଭିନ୍ନ ପ୍ରକାରର ଆତଙ୍କ ରଚୁଛି । ଏହି
ଆମୋଦପ୍ରମୋଦକର୍ଫ୍ୟୁରେ ଶଶୁର ଘରେ ସମୟ ଅତିବାହିତ କରିବେ ରଣବୀରReportApril 19, 2021 by ReportApril 19, 202104 (ମୁମ୍ବାଇ ): ମହାରାଷ୍ଟ୍ରରେ ୧୫ ଦିନିିଆ ଜନତା କର୍ଫ୍ୟୁ ଲାଗୁ ହେବା ପରେ ନିଜ ଶଶୁର ଘରେ ସମୟ ଅତିବାହିତ କରିବା ପ୍ଲାନ କରିଛନ୍ତି ବଲିଉଡ ଷ୍ଟାର ରଣବୀର ସିଂ। ନିକଟରେ ରଣବୀର ଓ
ଆମୋଦପ୍ରମୋଦକରୋନାକୁ ପରାସ୍ତ କରିଲେ ଭିକିReportApril 19, 2021April 19, 2021 by ReportApril 19, 2021April 19, 2021010 (ମୁମ୍ବାଇ) : କରୋନାର ଦ୍ବିତୀୟ ଲହର ବଲିଉଡ୍କୁ ଗ୍ରାସ କରିଛି । ଜଣଙ୍କ ପରେ ଜଣେ କଳାକାର ଆକ୍ରାନ୍ତ ହେଉଥିବା ବେଳେ ସୁଟିଂକୁ ବନ୍ଦ ହୋଇଛି । କିନ୍ତୁ ଆନନ୍ଦର କଥା ଏହି ନାୟକ
ଆମୋଦପ୍ରମୋଦଫିଲ୍ମ ନିର୍ଦ୍ଦେଶିକା ସୁମିତ୍ରା ଭାବେଙ୍କର ଦେହାନ୍ତReportApril 19, 2021 by ReportApril 19, 202107 ( ପୁନେ) : ଫିଲ୍ମ ନିର୍ଦ୍ଦେଶିକା ସୁମିତ୍ରା ଭାବେଙ୍କର ଦେହାନ୍ତ । ୭୮ ବୟସରେ ପରଲୋକ ପୁନେରେ ହୋଇଥିଲା। ଅନେକ ଲୋକପ୍ରିୟ ଫିଚର ଫିଲ୍ମ ବ୍ୟତୀତ ସେ ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ
ଆମୋଦପ୍ରମୋଦରଶ୍ମି ଦେଶାଇଙ୍କ ବୋଲ୍ଡ ଫୋଟ ପ୍ରଶଂସକଙ୍କ ନିଦ ଉଡ଼ାଇ ଦିଏReportApril 17, 2021 by ReportApril 17, 2021012 (ମୁମ୍ବାଇ ) : ‘ବିଗ୍ ବସ୍ ୧୩’ରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ରଶ୍ମି ଦେଶାଇ କେବଳ ଟିଭିରେ ନୁହେଁ ବରଂ ଭୋଜପୁରୀ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅନ୍ୟତମ । ସେ ସୋସିଆଲ ମିଡିଆରେ