Browsing Tag

nabarangpur

ନବରଙ୍ଗପୁର ରଙ୍ଗପୁର ଗସ୍ତ ର ଦ୍ଵିତୀୟ ଦିନ, ମାଣ୍ଡା ଡ଼ଙ୍ଗରି ଶୈବ ପିଠ ର ଉନ୍ନତି ପାଇଁ 5T ସଚିବଙ୍କ ପ୍ରତିଶ୍ରୁତି

ନବରଙ୍ଗପୁର/ ଟୁକୁନା ଖୁରା : 5T ସେକ୍ରେଟାରୀ ଭି କେ ପାଣ୍ଡିଆନ ଙ୍କ ନବରଙ୍ଗପୁର ଗସ୍ତ ର ଦ୍ଵିତୀୟ ଦିନ ରେ ପ୍ରଥମେ ସଦର ବ୍ଲକ ଅନ୍ତର୍ଗତ ମାଣ୍ଡା ଡଙ୍ଗରି ସ୍ଥିତ ଶୈବ ପୀଠ କୁ ଯାଇ ଭଗବାନ ଙ୍କ ଦର୍ଶନ କରିଥିଲେ ଏହାସହ ମନ୍ଦିର ର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ…
Read More...

ନବରଙ୍ଗପୁର ବିକାଶରେ ଯୋଡ଼ି ହେଉଛି ନୂଆ ଅଧ୍ୟାୟ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ

ନବରଙ୍ଗପୁର: 5T  ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁରଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗସ୍ତର ଦ୍ବିତୀୟ ଦିନରେ ବି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍ । ପରେ…
Read More...

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ନବରଙ୍ଗପୁର/ ଟୁକୁନା ଖୁରା : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ନବରଙ୍ଗପୁର ଜିଲ୍ଲାର ପାଣି ପଂଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲ୍ ଆଇ ଡ଼ିଭିଜନ ର ଉପଦେଷ୍ଟା ଶ୍ରୀ ପ୍ରମୋଦ ପାଢ଼ୀ,ଜିଲ୍ଲାପାଳ ଶ୍ରୀ କାମଳ ଲୋଚନ ମିଶ୍ର, କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦିଲୀପ…
Read More...

ଜିଲ୍ଲାସ୍ତରୀୟ ଓୟୁଜେ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ନବରଙ୍ଗପୁର/ ଟୁକୁନା ଖରା : ନବରଙ୍ଗପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ଓୟୁଜେ ସଂଘ ସାଧାରଣ ପରିଷଦ ବୈଠକ ଏବଂ ସଭାପତି ଚୟନ କରାଯାଇଛି । ସଭାପତି ଭାବେ ଦୀର୍ଘଦିନ ଧରି ସଂଘକୁ ଶୃଙ୍ଖଳିତ ଏବଂ ସଂଘର ସୁପରିଚାଳନା କରି ସଂଘକୁ ମଜବୁତ କରିବାରେ ସକ୍ଷମ ଏବଂ ଦକ୍ଷ ସଭାପତି ଭାବେ ଦୀର୍ଘଦିନ ଧରି…
Read More...

ଅଧ ଏକର ଜମିରୁ ଉର୍ଦ୍ଧ ଜାଗାରେ ଗଞ୍ଜେଇ ଚାଷ

ନବରଙ୍ଗପୁର: ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ ଥାନା ଅନ୍ତର୍ଗତ କାଉଡ଼ଲା ପଞ୍ଚାୟତର ରାବଣାଗୁଡ଼ା ଗ୍ରାମରେ ପନିପରିବା ଚାଷ ଆଳରେ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଛି । ସରକାରୀ ରିପୋର୍ଟ ଅନଯାୟୀ ରାଇଘର ବ୍ଲକରେ ଗଞ୍ଜେଇ ଚାଷ ହେଉନଥିବା ବେଳେ ଏହା ପ୍ରଥମ ବୋଲି ଜଣାପଡ଼ିଛି । ରାବଣାଗୁଡ଼ା…
Read More...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର : ସୀମାନ୍ତ ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳ ରେ ଗତ କିଛି ଦିନ ହେବ ଛତିଶଗଡ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ୨୦ ତାରିଖ ରେ କିଛି ହାତୀ ଛତିଶଗଡରୁ ଓଡ଼ିଶା ଭିତରକୁ ପଶି ଉପଦ୍ରବ କରିଥିଲା ବେଳେ ଗତ…
Read More...

ଆମ ଓଡିଶା ସ୍ବେଚ୍ଛାକୃତ ରକ୍ତ ଦନ ଶିବିର

ନବରଙ୍ଗପୁର : ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଆଜି ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରଟିକୁ ପରୁଆ ସରପଞ୍ଚ ଶ୍ରୀ ପ୍ରିତମ କୁମାର ଗଣ୍ଡ ଉଦଘାଟନ କରିଥିବା ବେଳେ ରାଇଘର ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ମିଶ୍ର…
Read More...

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ଦୁଲୁକୁଛି ମଣ୍ଡେଇ ମଞ୍ଚ,ଜମୁଛି ଭିଡ଼। ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀ ଯୋଗ ଦେଇଥିଲେ।…
Read More...

ଅପହରଣ ନୁହେଁ ୪ ଜଣ ଦୁର୍ଘଟଣାର ଶୀକାର ହୋଇଥିଲେ !

ଉମରକୋଟ : ୪ଜଣ ଅପହରଣ ଘଟଣାର ଆସିଲା ନୂଆମୋଡ । ସେଇ ୪ଜଣ ଅପହରଣ ନୁହେଁ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ଉମରକୋଟର ତପନ ସରକାର ନିଜ ସ୍ତ୍ରୀ ଓ ସମ୍ପର୍କୀୟଙ୍କ ସହ ଛତିଶଗଡର କାଂକେର କୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରେ ବାହାଘର କାର୍ୟ୍ୟକ୍ରମରେ ଯୋଗଦେଇ…
Read More...

ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ହତ୍ୟାକାରୀ ଗିରଫ

ନବରଙ୍ଗରପୁର: ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ଗିରଫ ହେଲା ହତ୍ୟାକାରୀ । ଏ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ହାଇସ୍କୁଲରେ । ହତ୍ୟାର ୧୭ ଦିନ ପରେ ଅଭିଯୁକ୍ତ ଅରୂପ କୁମାର ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଶିକ୍ଷକଙ୍କ ସହ…
Read More...