ତାମିଲନାଡୁରେ ବଦଳିଲା ପାଣିପାଗ, ପ୍ରବଳ ବର୍ଷା ଯୋଗୁଁ ସ୍କୁଲ, କଲେଜ ବନ୍ଦ
ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ବଦଳିଛି ପାଣିପାଗ । ରାଜଧାନୀ ଚେନ୍ନାଇ ସମେତ ତିରୁବରୁର ଏବଂ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିକ ବର୍ଷା ହୋଇଥିବାରୁ ସବୁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ…
Read More...
Read More...