Browsing Tag

Nuapada

ନିର୍ବାଚନ ମଣ୍ଡଳୀ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନୂଆପଡା : ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ । ଏହି କାର୍ୟ୍ୟକ୍ରମକୁ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଉଦଘାଟନ କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା ଙ୍କ ଅଧକ୍ଷତା ରେ ନିଯୁକ୍ତି ମେଳା…
Read More...

ଇନ୍ଦ୍ରାବତୀ ବାମ କେନାଲରେ ବୁଡି ଯୁବକ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

ନୂଆପଡ଼ା: ଇନ୍ଦ୍ରାବତୀ ବାମ କେନାଲରେ ବୁଡି ଯୁବକ ନିଖୋଜ ଅଭିଯୋଗ | ଦମକଳ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି | କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଯୁବକ ଦୁର୍ଜନ ବାଗଙ୍କ ପୁଅ ଦେବେନ୍ଦ୍ର ବାଗ ଆଜି ମଧ୍ୟାହ୍ନରେ ଗାଁ ନିକଟରେ ଥିବା ବାମ ମୁଖ୍ୟ କେନାଲକୁ ଗାଧେଇବାକୁ ଆସି…
Read More...

ନୂଆପଡାରେ ଚାଲିଛି ଜୋରଦାର ଜନସର୍ମ୍ପକ ପଦଯାତ୍ରା

ନୂଆପଡା /ରଘୁ ନାଗ :ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ପଦଯାତ୍ରା । ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ବୋଡେ଼ନ ବ୍ଲକ ବିଜୁ ଜନତା ଦଳ ଖଡ଼ିଆଳ ନିର୍ବାଚନ…
Read More...

୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆପଡା/ରଘୁ ନାଗ:  30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର । ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟରେ ଡିଇଓ ଭାବରେ କାର୍ଯ୍ୟରତ ଡୋଳା ମହେଶ୍ବର ଦଣ୍ଡସେନା ଆବାସିକ ପ୍ରମାଣ ପତ୍ର କରାଇବା ନେଇ ଲାଞ୍ଚ ନେଉଥିଲେ । ରାଣୀମୁଣ୍ଡା…
Read More...

ସିଙ୍ଗଝର ପଂଚାୟତରେ ସଫେଇ କାର୍ଯ୍ୟକ୍ରମ

ନୂଆପଡା / ରଘୁ ନାଗ :ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକି ଅମୃତ ମହୋତ୍ସବରେ ସଫେଇ କାର୍ୟ୍ୟକ୍ରମ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା କୁ ସଫଳ କରିବା ଲକ୍ଷ୍ୟରେ ଏହି କାର୍ୟ୍ୟକ୍ରମ କରାଯାଇଛି । ନୂଆପଡା ଜିଲ୍ଲା ସିଙ୍ଗଝର ରେ ସ୍ଥାନୀୟ ସରପଞ୍ଚ ଙ୍କ ନେତୃତ୍ୱ ରେ…
Read More...

ଯୁବକଙ୍କୁ ଡାକି ନେଇ ହତ୍ୟା କଲେ ମାଓବାଦୀ

ନୂଆପଡ଼ା : ମାଓବାଦୀଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ସେହି ଯୁବକଙ୍କ ନାଁ ଅନନ୍ତରାମ ରାଉତ। ଢେକୁନପାନି ଗାଁକୁ କିଛି ମାଓବାଦୀ ଆସି…
Read More...

ଝୁଲନ୍ତା ଅବସ୍ଥାରେ ମାଆ ପୁଅ ଶବ ଉଦ୍ଧାର

ନୂଆପଡା/ ରଘୁନାଗ: ଝୁଲନ୍ତା ଅବସ୍ଥାରେ ମାଆ ପୁଅ ଶବ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଖଡିଆଳ ଥାନା ବାଦୀ ଗାଁରେ । ଗାଁ ନିକଟରେ ମାଆ ଓ ପୁଅର କେନାଲ ପାଖ ବରଗଛରେ ଛୁଲୁଛି ଶବ । ମୃତକ ଦୁଇଜଣ ହେଲେ ଗାୟତ୍ରୀ ଖମାରୀ ଓ ପୁଅ ଆଶିଷ ଖମାରୀ । ସେମାନେ ଦୁହେଁ ଖଡିଆଳ ଗାଁରେ ହୋଇଥିବାବେଳେ…
Read More...

ବାଇପାସ ନିର୍ମାଣ ଦାବିରେ ଖଡିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା: ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନୂଆପଡା ଜିଲ୍ଲା ଖଡିଆଳ ସହରରେ ମଞ୍ଚର କର୍ମ କର୍ତ୍ତାମାନେ ବାଇପାସ ନିର୍ମାଣ, ଟ୍ରାଫିକ ବ୍ୟବସ୍ଥା, ଉଜ୍ୱଳ ଆଲୋକୀକରଣ, ଭାରୀଯାନ ଚଳାଚଳର ସମୟ ସାରଣୀ ପ୍ରଭୃତି ଦାବିରେ ବନ୍ଦ ଡାକରା ଦେଇଥିଲେ। ମଞ୍ଚର…
Read More...

ଗୋଲାପ ଫୁଲରେ LOVE U ଲେଖି ଝୁଲିପଡ଼ିଲେ ଯୁବକ

ଖଡ଼ିଆଳ: ଗଛରେ ଝୁଲୁଛି ମୃତଦେହ। ଗୋଲାପ ଫୁଲ ପାଖୁଡ଼ାରେ ପାଖରେ ଲେଖା ହେଇଛି I LOVE YOU।  ହଁ ଦର୍ଶକ ବନ୍ଧୁ ଆଜିକାଲି ଯୁବପିଢ଼ି ପ୍ରେମରେ ପଡ଼ି କିଛି ବି କରୁଛନ୍ତି କେହି ନିଜ ଜୀବନ ଦେଉଛନ୍ତି ତ କେହି ମାତାଲ ହୋଇ ବୁଲୁଛନ୍ତି  । ପ୍ରେମର ଟିକେ ବିଫଳତାକୁ ସହି ପାରୁନାହାନ୍ତି ପ୍ରେମୀ ଯୁଗଳ ।…
Read More...

ବାଇକକୁ ଚାପିଳା ଟ୍ରକ, ବାଇକ ଆରୋହୀ ମୃତ

ନୂଆପଡା: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଭଣ୍ଡାପରିପଡା ଛକରେ। ମୃତକ ଜଣକ ହଲେ ବୋଡେ଼ନ ତହସିଲର କାର୍ୟ୍ୟରତ ଅମିନ ନୃପମଣି ହରପାଳ ବୋଲି ଜଣାପଡିଛି। ବାଇକରେ ଯାଉଥିବା ସମୟରେ ପଛପଟୁ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଏଥିରେ…
Read More...