Browsing Tag

Paradeep

ପାରାଦୀପରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ: ସଂଘ

ପାରାଦୀପ: ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ଘଟଣା | ପାରାଦୀପ ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀଙ୍କ ସହ ବୋଟ ସୁରକ୍ଷିତ ଥିବା ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତିଙ୍କ ସୂଚନା ଦେଇଛନ୍ତି | ଟ୍ରଲର ଚାଳକଙ୍କ ଯୋଗାଯୋଗ ପରେ ଏହି ସୂଚନା ଦିଆଯାଇଛି | ୨ ଟ୍ରଲରରେ…
Read More...

ପଣ୍ୟ ବେପାରରେ ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର

ଭୁବନେଶ୍ୱର: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର । ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି । ଏହି ସଫଳତାକୁ ଲଗାଇ ଲଗାତର ଷଷ୍ଠ ଥର ପାଇଁ ପାରାଦୀପ ବନ୍ଦର ସଫଳତା ହାସଲ କରିଛି । ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି । ଉଭୟ ଆମଦାନୀ ଓ ରପ୍ତାନୀରେ ରେକର୍ଡ ହାସଲ…
Read More...

ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ

ପାରାଦୀପ : ଓଡ଼ିଶାରେ ଆସି ପୁଣି ଜଣେ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା…
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ପାରାଦୀପ :ପିପିଏଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇୱା ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ବ୍ୟକ୍ତି ଜଣକ କୁଜଙ୍ଗ ବାଲିତୁଠ ଅଞ୍ଚଳର ବାବାଜୀ ଅଚାର୍ୟ୍ୟ ବୋଲି ଜଣା ପଡିଛି। ବାବାଜୀ ଆଜି ନିଜ କାର୍ୟ୍ୟସ୍ଥଳରୁ ନିଜ ଘରକୁ ଯିବା ସମୟରେ ଦୃତ ଗତିରେ ଯାଉଥିବା ହାଇୱା ଗାଡି ବାଇକ ଆରୋହି…
Read More...

ପାରାଦୀପ ବନ୍ଦର ଟ୍ରଷ୍ଟି ଓ ଶ୍ରମିକ ନେତାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ପାରାଦୀପ: ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଓୟୁଡବ୍ଲୁଜେ ସମ୍ମିଳିତ କର୍ମଯିବୀ ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଚଳିତ ବନ୍ଦର କର୍ମଚାରୀଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା…
Read More...

ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ

ପାରାଦୀପ : ବନ୍ଦର ନଗରୀ ପାରାଦୀପ ରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଜୟଦେବସଦନ ପଡିଆରେ ଏହି ବିଶାଳ ସମାବେଶରେ ବିଶିଷ୍ଟ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଯୋଗ ଦେଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସମସ୍ୟା କମ୍ପାନୀ ମାନେ ନଶୁଣିଲେ ଲଢେଇ…
Read More...

ଚିତାକର୍ଷକ ସାଜିଛି 2022 କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ବିଜୁ ମୈଦାନ ରେ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଚଳିତ ବର୍ଷ ବେଶ୍ ଚିତାକର୍ଷକ ସାଜିଛି । ବିଲମ୍ବିତ ରାତ୍ରି ପର‌୍ୟ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ମଜା ନେଉଛନ୍ତି ଆଗନ୍ତୁକ । ପ୍ରବଳ ଗହଳି ଚହଳି ଏଥର ବାଲିଯାତ୍ରା ରେ ଦେଖିବାକୁ ମିଳିଥିଲା…
Read More...

ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ଲାଗିଗଲାଣି ଗହଳି ଚହଳି । ପାରାଦୀପ କେନ୍ଦ୍ରାପଡା ସହ ଅନେକ ଦୂରଦୂରାନ୍ତରୁ…
Read More...

ବିରଳ ଅଲିଭ୍ ରିଡଲେଙ୍କ ମିଳନ ଋତୁ ; ମୁହାଣରେ ମାଛ ଧରା ମନା

ପାରାଦୀପ: ବିରଳ ଅଲିଭ୍ ରିଡଲେଙ୍କ ମିଳନ ଋତୁ । ମୁହାଣରେ ମାଛ ଧରା ମନା । ୩ଟି ସମୂଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା ଲଗାଯାଇଛି । ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଏହି କଟକଣା ଲାଗ ଯାଇଛି । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ମାସ ଯାଏଁ କଟକଣା ଜାରି । ମାର୍ଚ୍ଚ…
Read More...

ପାରାଦୀପରୁ ୧୭ ମାନସିକ ଭିନ୍ନକ୍ଷମ ରୋଗୀ ଉଦ୍ଧାର

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ରୁ ଉଦ୍ଧାର ହେଲେ ୧୭ ମାନସିକ ଭିନ୍ନକ୍ଷମ ରୋଗୀ । ଆଜି ଏମାନେ ପାରାଦୀପ ର କୋଣ ଅନୁକୋଣ ରେ ବୁଲୁଥିବା ସମୟରେ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ଉଦ୍ଧାର କରାଯାଇ ତାଙ୍କୁ ନୀଳାଚଳ ସେବାଶ୍ରମ କଣାସ ପୁରୀ କୁ ସ୍ଥାୟୀ ବନ୍ଦବୋସ୍ତ କରିବା ପାଇଁ ନିଆଯାଇଥିବା…
Read More...