Browsing Tag

patana

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତି

ପାଟନା: ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେଇଛନ୍ତି। ତେବେ ସେ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ଏକ ସୋ କଜ ନୋଟିସ ମଗା ଯାଇଥିଲା। ବିହାରରେ ମହାଗଠବନ୍ଧନ ସରକାର ଗଠନ ହୋଇଛି। ନୀତିଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ପଡିବ। ଏହି…
Read More...

ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ: ନୀତିଶ

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ବିଜେପିର ହାତ ଛାଡିବା ପରେ ଏହି ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ତେବେ ନୀତିଶ ଏହି ଚର୍ଚ୍ଚାରେ ଟ୍ୱିଇଷ୍ଟ ଆଣିଛନ୍ତି। ସେ କହିଛନ୍ତି ମୋର ପ୍ରଧାନମନ୍ତ୍ରୀ…
Read More...

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେଇଛନ୍ତି। ଏଥିସହ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅପରାହ୍ନ ୨ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜେପି ଠାରୁ ଦୂରେଇ ଯିବା…
Read More...

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତିଶ

ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଅପରାହ୍ନ ୨ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେବେ। ବିଜେପି ଠାରୁ ଦୂରେଇ ଯିବା ପରେ ନୀତଶ ସାତଟି…
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଫଳରେ ବିହାରର ୨୦ ମାସର ଏନଡିଏ ସରକାରର ପତନ ଘଟିଛି । ଇସ୍ତଫା ଦେବା ପରେ ଦଳର ବିଧାୟକ ଓ ସାଂସଦମାନେ ଏନଡିଏ ଛାଡିବାକୁ କହିବାରୁ ମୁଁ…
Read More...

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଏକ ଦୁର୍ଘଟଣା ଘଟିଯାଇଛି। ଘର ସିଡିରୁ ଖସିପଡ଼ି ସେ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡ଼ିଛି। ଲାଲୁଙ୍କର କାନ୍ଧ ଭାଙ୍ଗିଯାଇଛି। ଗତ ରବିବାର ରାତିରେ ସେ ସିଡିରୁ ଖସି ପଡ଼ିଥିଲେ।…
Read More...

କାଜୁ ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ

ପାଟଣା : କାଜୁ ଜଙ୍ଗଲରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା  ପାଟଣା ଥାନା ମୂଷାଖୋରୀରେ । ମୃତକ ଧନୁର୍ଯ୍ୟୟପୁର ଗ୍ରାମର ସଞ୍ଜନ ମହାରଣା ବୋଲି ଜଣା ପଡିଛି । ସୂଚନାନୁସାରେ, ସଞ୍ଜନ ଗୋଟେ ଦିନ ଆଗରୁ ଘରୁ ନିଖୋଜ ଥିଲେ , ଏଥିପାଇଁ ପରିବାର ଲୋକେ…
Read More...

ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌

ପାଟଣା: ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍ । ଗ୍ରୀଲ୍ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏ ଭଳି ଘଟଣା ଘଟିଛି ଅରିନ୍ଦମଙ୍କ ପୈତୃକ ଘର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନା ରାଇକଳା ଗାଁରେ । ସୂଚନା ଅନୁସାରେ, ଅରିନ୍ଦମଙ୍କ କକା ଓ ଖୁଡ଼ି ଶୋଇଥିବା…
Read More...

ବିହାରର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ

(ପାଟନା) : ବିହାରର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିଥିଲା। ଆନନ ଫାନନରେ ତାଙ୍କର ବାସଭବନରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା…
Read More...