Browsing Tag

poltical

ଧାମନଗର ବିକାଶ ମୋର ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଧାମନଗର ହେଉଛି ଶାନ୍ତି, ସଦ୍ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି…
Read More...

ଅବାଧ ନିର୍ବାଚନ ପରିଚାଳନା ପାଇଁ ସିିଇଓଙ୍କୁ ଦାବି ପତ୍ର : ବିଜେଡି

ବ୍ୟୁରୋ : ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ ଧମକାଇବା ସହ ଲୋକଙ୍କ ପକେଟରୁ ଟଙ୍କା ଛଡାଉଛି ବୋଲି ବିଜେଡି ଅଭିଯୋଗ…
Read More...

ଆଜି ସୁପ୍ରିମୋ ନବୀନ କରିବେ ପ୍ରଚାର

ଧାମନଗର : ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ…
Read More...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନରେ ସିିଇଓଙ୍କ ପ୍ରେସମିଟ

ଭୁବନେଶ୍ୱର /ହରପ୍ରସାଦ ବିଶୋଇ: ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ସୂଚନା ଦେଇଛନ୍ତି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ…
Read More...

ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ:ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସମୟ ଯେତିକି ପାଖୋଉଛି ପ୍ରଚାର ସେତେ ସରଗରମ ହେଉଛି । ସେହିଭଳି ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱନି ବୈଷ୍ଣବ ,ବିଶ୍ୱେଶ୍ୱର ଟୁଡୁ । ତେବେ ୨୭ ଓ…
Read More...

କେନ୍ଦୁଝରରେ ବିଜେଡିର ଜନସଂର୍ପକ ପଦଯାତ୍ରା

କେନ୍ଦୁଝର/ ବିଜୟ କୁମାର କରୁଆ :ରାଜ୍ୟ ସରକାରଙ୍କ ଲୋକାଭିମୁଖି ବିକାଶ ମୂଳକ ଯୋଜନା କୁ ଜନସାଧରଣ ଙ୍କ ପାଖରେ ପହଞ୍ଚାଇବାକୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାଇକଳା ରୁ ଆରମ୍ଭ ହୋଇ ମହୁଦୀପାରେ ଶେଷ ହୋଇଛି । ଏହି ଜନସଂର୍ପକ ପଦଯାତ୍ରା ରେ…
Read More...

ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ସଭାପତି

ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି ।…
Read More...

ଆସିକାରେ ବିଜେଡିର ପଦଯାତ୍ରା

ଆସିକା/କମଳିନୀ ହୋତା:ବିଜେଡି ପକ୍ଷରୁ ଗତକାଲି ଦୁଇଟି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ପ୍ରଥମେ ମୁନିଗାଡ଼ି ପଂଚାୟତର କେଶରାପଲ୍ଲୀ ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମୁନିଗାଡ଼ି, ସିଂଗିପୁରୁ, ବନ୍ଥପଲ୍ଲୀ ଆଦି ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା କରି ଲୋକମାନଙ୍କୁ…
Read More...

ତେଜସ୍ୱୀ ନେବେ ସୁପ୍ରିମ ଦାୟିତ୍ୱ-ଲାଲୁ

ବ୍ୟୁରୋ:ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଜେଡିର କାର୍ଯ୍ୟକାରୀଣି ବୈଠକରେ ଗୁରୁତ୍ୱପୂୂୂୂୂୂୂୂୂୂୂୂୂୂୂୂୂୂୂୂର୍ଣ୍ଣ ନିଷ୍ଫତି ନେଲେ ଲାଲୁ । ଦଳର ସୁପ୍ରିମ ଲାଲୁ ଯାଦଭ ଏହି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏମିତି କି ଦଳର ପରବର୍ତ୍ତୀ…
Read More...