Browsing Tag

Rahul Gandhi

ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଲେ ଭାରତରେ ଲକଡାଉନ ବିଫଳ ହୋଇଛି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୬ ତାରିଖ ଦିନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ‘ଆମେ କରୋନା ସହ ୨୧ ଦିନର ସଂଗ୍ରାମ କରିବାକୁ ଯାଉଛନ୍ତି । ଆଜିକୁ ୬୦…
Read More...

ଅସଲ ଦଙ୍ଗାକାରୀ ହେଲେ ରାହୁଲ ଓ ପ୍ରିୟଙ୍କା: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ଦଙ୍ଗା ପାଇଁ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଭଗ୍ନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦାୟୀ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ…
Read More...

ମୋଦିି ଜଣେ ଦୁର୍ନୀତଗ୍ରସ୍ତ ବ୍ୟକ୍ତି ବୋଲି କହିଲେ ରାହୁଲ, ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ୩୦,୦୦୦ କୋଟିର ଫାଇଦା…

(ସଂଜୁକ୍ତା): ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନରେନ୍ଦ୍ର ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି ରାହୁଲ୍‌। ରାଫେଲ ବିମାନ କିଣାରେ ହୋଇଥିବା ଦୁର୍ନୀତି ନେଇ ମୋଦି କାହିଁକି ନିରବତା ଅବଲମ୍ବନ…
Read More...

ଓଡିଶା ଆସିବେ ରାହୁଲ

(ମମତା ସାମଲ): କଂଗ୍ରେସର ମିଶନ ଓଡିଶା । ରାଜ୍ୟରେ ସଂଗଠନକୁ ସଜାଡିବା ପାଇଁ କେନ୍ଦ୍ରୀୟ ନେତାଙ୍କ ପ୍ରୟାସ । ଆସନ୍ତା ଅକ୍ଟୋବରରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି । ସେହିପରି ଆଉ ଥରେ ନଭେମ୍ବର ମାସରେ ମଧ୍ୟ ଆସିବେ ବୋଲି ସୂଚନା ମିଳିଛି । ଏନେଇ ପିସିସି ସଭାପତି…
Read More...

ଅଳ୍ପକେ ବର୍ତ୍ତିଲେ ରାହୁଲ

(ସୌମ୍ୟ ରଞ୍ଜନ ବିଶ୍ୱାଳ) : ସୌଭାଗ୍ୟବଶତଃ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି । କେଇ ସେକେଣ୍ଡ ବିଳମ୍ବ ହୋଇଥିଲେ ଏକ ବଡ ଦୁର୍ଘଟଣାର ଶିକାର ହୋଇଥାନ୍ତେ ରାହୁଲ । ଏଭଳି ଘଟଣା ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)ର ଏକ…
Read More...