Browsing Tag

Rasmitasahoo

ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ଟାଇପିଂ ଟେଷ୍ଟ ପରୀକ୍ଷା 

ଭୁବନେଶ୍ୱର : ଗତ ୧୦ ଦିନ ପୂର୍ବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (Ossc) ତରଫରୁ ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଯାହାର ଆଜି ଟାଇପିଙ୍ଗ ଟେଷ୍ଟ ପରୀକ୍ଷା ଥିଲା |  ଏଥିଲାଗି ଆଜି ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ୨୦୨୨ର ଟାଇପିଙ୍ଗ ଟେଷ୍ଟ…
Read More...

୨ ବାଇକ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର

ଉଦଳା(ଦୀପକ ମିଶ୍ର): ୨ ବାଇକ ମୁହାଁମୁହିଁ ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି | ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୋନ ଡ୍ୟାମରେ | ସୋନ ଡ୍ୟାମ ରାସ୍ତାରେ ଔପଦା ଥାନା ମଡିଚୁଆ ଗ୍ରାମର ଲାଦୁରା ହୋ ଏବଂ ତାଙ୍କ ମାଆ ବୁଧୁନି ହୋ ବାଇକରେ ଶରତ ଅଭିମୁଖେ…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ମହାସଂଘ ଏଫ୍ଆ‌ଇଏଚ୍‌ ସଭାପତି ତୟାବ ଇକ୍ରାମ

ଭୁବନେଶ୍ୱର : ବିଶ୍ୱକପ ହକିପାଇଁ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆନ୍ତର୍ଜାତିକ ହକି ମହାସଂଘ ଏଫ୍ଆ‌ଇଏଚ୍‌ ସଭାପତି ତୟାବ ଇକ୍ରାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍ଆ‌ଇଏଚ୍‌ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା…
Read More...

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ | ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ…
Read More...

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ ବରିଷ୍ଠ କିରାଣୀ

କେନ୍ଦୁଝର : ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ | ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦…
Read More...

ଅଲମ୍ପିଆନ ପ୍ରବୋଧ ତୀର୍କୀଙ୍କ ଘରୁ ଚୋରୀ ଘଟଣାରେ ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଅଲମ୍ପିଆନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣା ୫ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ Iମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା, ଚିତ୍ତ ଦଳେଇ ଗିରଫ Iଏମାନଙ୍କ ନାଁ କମିସନରେଟ…
Read More...

ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଗତ ନଭେମ୍ବର ୩ ୨୦୨୦ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ ଟ୍ରମ୍ପ ପରାଜୟ ହୋଇଥିଲେ | କିନ୍ତୁ ସେ ନିର୍ବାଚନରେ ଠକେଇ ହୋଇଥିବା ଅଭିଯୋଗ ଆଣିବା ପରେ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଅନେକ ହିଂସାତ୍ମକ ପୋଷ୍ଟ କରିଥିଲେ | ତେବେ ଏହି ପୋଷ୍ଟ ଗୁଡିକ…
Read More...

ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଓଡିଶାର ଡାକ୍ତରୀ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଭାବରେ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ସରକାର ବୁଧବାର ଦିନ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଭାବରେ ଓଡିଶାର ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି।ଏହି ନିଯୁକ୍ତି ଜାନୁୟାରୀ ୩୧ , ୨୦୨୩ ଠାରୁ କାର୍ଯ୍ୟକାରୀ ହେବ କିମ୍ବା ଡକ୍ଟର ମହାନ୍ତି ପ୍ରକୃତରେ ଦାୟିତ୍।…
Read More...

ଇଣ୍ଡିଆ ୱାନ ଏୟାର ଦେବ ଦୁଇଟି ମାର୍ଗରେ ବିମାନ ସେବା

ଭୁବନେଶ୍ୱର : ଖୁବ ଶୀଘ୍ର ଇଣ୍ଡିଆ ୱାନ ଏୟାର ଦୁଇଟି ମାର୍ଗକୁ ଯୋଗ କରିବାକୁ ଯାଉଛି। ତାହା ହେଉଛି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁର ରୁ କଲିକତା କୁ ଉଡ଼ିବ ବିମାନ। ଏହାକୁ ଉଡ଼ାଇବ ଇଣ୍ଡିଆ ୱାନ ଏୟାର ବିମାନ ସେବା। ଏହି ଯୋଜନା ଆସନ୍ତା ଜାନୁଆରୀ ୩୧ ରୁ ଆରମ୍ଭ ହେବ ବୋଲି…
Read More...

ଆଜି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ

ଭୁବନେଶ୍ବର : ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’…
Read More...