Browsing Tag

Rayagada

ରାୟଗଡା କଲେଜରେ ମହାସମାବେଶ ଉତ୍ସବ ପାଳନ

(ମନୋଜ କୁମାର ସାହୁ): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟସରକାରଙ୍କ ଅନୁଦାନ ଘୋଷଣା ପରେ ମହାବିଦ୍ୟାଳୟରେ ମହାସମାବେଶ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସଂସଦ ଏନ୍.ଭାସ୍କର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବବେଳେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା…
Read More...

୫ ଲୁଟେରା ଗିରଫ

(ମନୋଜ କୁମାର ସାହୁ): ରାୟଗଡା ଥାନା ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ୫ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡା ପୋଲିସ । ସେମାନଙ୍କଠାରୁ ୮୪ ଗ୍ରାମର ସୁନା ଅଳଙ୍କାର ସହିତ ନଗଦ ୬ହଜାର ଟଙ୍କା ଜବତ କରିଯାଇଛି । ସୂଚନାଅନୁଯାୟୀ, ଗତ ୧୨ତାରିଖରେ ସାଇପ୍ରିୟା…
Read More...

ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ମୃତ

( ସନ୍ତୋଷ କୁମାର ଲମ୍ବଟ): ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରଶ୍ମିତା ନୂଆ ଖାଇରେ ନିଜ ଗାଁକୁ ଆସିଥିଲେ । ନୂଆଖାଇ ପାଳନପରେ ସେ ଛାତ୍ରୀ ଆଶ୍ରମକୁ ଫେରିଯାଇଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ହଠାତ୍ ଜ୍ୱର ହୋବାରୁ ସ୍କୁଲ କତ୍ତୃପକ୍ଷ ତାଙ୍କୁ କଲ୍ୟାଣସିଂହପୁର…
Read More...

ବଜ୍ରପାତରେ ଶତାଧିକ ଗାଈଗୋରୁ ମୃତ

( ମନୋଜ କୁମାର ସାହୁ) :ଗତକାଲି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରି ପାହାଡର ପାଦ ଦେଶରେ ବ୍ରଜପାତ ହୋଇ ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ହୋଇଛି । ଡାକୁଲୁଗୁଡା , ଝିଗିଡୀ , ଶିରିପୁର ଆଦି ଗ୍ରାମର ପ୍ରାୟ ୪୦୦ ଗାଈଗୋରୁ ଉକ୍ତ ପାହାଡ ନିକଟରେ…
Read More...

ବେଆଇନ ଗୁଟୁକା ଚାଲାଣ ଜବତ

( ମନୋଜ କୁମାର ସାହୁ): ରେଳଷ୍ଟେସନରେ ବେଆଇନ ଗୁଟୁକା ଚାଲାଣବେଳେ ଜିଆରପିଙ୍କ ଦ୍ୱାରା ଜବତ । ଚାଲାଣକାରୀ ପ୍ରମୋଦ ସାହୁଙ୍କୁ ଗରିଫ କରାଯାଇଛି । ଗୁଟୁକାର ପରିମାଣ ପ୍ରାୟ ୧ ଟନ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଆରପି ପୋଲିସ ଶ୍ରୀ କୈଳାସ ଚନ୍ଦ୍ର…
Read More...

ଅଟୋ –ଟ୍ୟାଙ୍କର ମୁହାମୁହିଁ ଧକ୍କା, ଜଣେ ମୃତ

( ମନୋଜ କୁମାର ସାହୁ) : ଆଜି ରାୟଗଡା ଜିଲ୍ଲା ଚାନ୍ଦଲି ଥାନା ଅନ୍ତର୍ଗତ ଜେକେପୁର ସାଇମନ୍ଦିର କୁମୁଟିଲପେଟା ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ଅଟୋ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର…
Read More...

ବି.ଏଡ.ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

( ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଲା ମିଳିତ ବି.ଏଡ.ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ବ୍ଳକ କାର୍ୟ୍ୟାଳୟ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୧୪ ମସିହାରେ…
Read More...

ବିଷମକଟକରେ ମାଓ ବିରୋଧୀ ପୋଷ୍ଟର

( ମନୋଜ କୁମାର ସାହୁ) : ହିଂସାଛାଡ ନହେଲେ ରାୟଗଡା ଛାଡ । ଆଉ ଚଳିବନି ମାଓ ଦାଦାଗିରି । ଆଜି ସକାଳେ ରାୟଗଡା ଜିଲ୍ଲା ବିଷମକଟକର ବିଭିନ୍ନ ସ୍ଥାନରେ ସମୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ମାଓବିରୋଧୀ ପୋଷ୍ଟର ଲଗାଯାଇଛି ଥିବା ଦେଖିବାକୁ ମିଳିଛି । ଏଭଳି ପୋଷ୍ଟର ଲାଗିଥିବାରୁ…
Read More...