Browsing Tag

Rayagada

ଜେକେ କାଗଜ କଳରେ ଝୁଲିଲା ତାଲା

(ମନୋଜ କୁମାର ସାହୁ) : ଆନ୍ଦୋଳନକୁ ପୂରିଲା ୮ ଦିନ । ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ କମ୍ପାନୀ କର୍ତୁପକ୍ଷଙ୍କ ଦ୍ୱାରା କମ୍ପାନୀ ଗେଟରେ ଝୁଲାଗଲା ତାଲା । ପ୍ରଭାବିତ ହୋଇପାରନ୍ତି ୨୦ହଜାର ପରିବାର । ଆଇନ ଶୃଙ୍ଖଳାକୁ ନଜରରେ ରଖିଛି ଜିଲ୍ଳା ପୋଲିସ ପ୍ରଶାସନ । ଦୀର୍ଘ ଦିନ ହେଲା ଠିକା…
Read More...

ଜିଲ୍ଳା ଯୋଜନା କମିଟିର ୧୭ତମ ବୈଠକ

( ମନୋଜ କୁମାର ସାହୁ) : ଗତକାଲି ରାୟଗଡା ଜିଲ୍ଳା ଯୋଜନା କମିଟିର ୧୭ତମ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଯୋଜନା କମିଟିର ଅଧ୍ୟକ୍ଷ ଲାଲବିହାରୀ ହିମିରିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,…
Read More...

ମା ମଝିଘରୀଆଣୀ ମନ୍ଦିରର ହୁଣ୍ଡି ଖୋଲାଗଲା

( ମନୋଜ କୁମାର ସାହୁ) : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଆଜି ଦାନପାତ୍ର ହୁଣ୍ଡିକୁ ଖୋଲାଯାଇଛି । । ଚଳିତ ବର୍ଷ ଏହା ତୃତୀୟ ଥର ଖୋଲାଯାଇଥିବା ବେଳେ ଗତ ମେ ମାସରେ ହୁଣ୍ଡିରୁ ପାଖାପାଖି ୬୦ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଏଥର ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଦାନଅର୍ଥ…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

(ସନ୍ତୋଷ କୁମାର ଲମ୍ବାଟା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦଭାବନା ଗୃହ ଠାରେ ଆଜି ଜିଲ୍ଲାପାଳ ପୁନମଗୁହା ତାପସ କୁମାରଙ୍କ ଅଧକ୍ଷତା ରେ ଜନଶୁଣାଣି କାର୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବ୍ଲକ ର ୧୪ ଟି ପଞ୍ଚାୟତ ର ଲୋକ ପହଞ୍ଚି ନିଜ ନିଜ ଅସୁବିଧା ଜଣାଇଥିଲେ। ବ୍ୟକ୍ତିଗତ ଭାବେ…
Read More...

ବନ ବିଭାଗ ଦ୍ୱାରା ମାଙ୍ଗାନିଜ ବୋଝେଇ ଟ୍ରକ ଜବତ

(ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଲାରୁ ଆନ୍ଧ୍ରକୁ ଟ୍ରକ ଯୋଗେ ମାଙ୍ଗାନିଜ ପଥର ଚୋରାଚାଳାଣ ବେଳେ ଏହାକୁ ଜବତ କରିଛି ବନ ବିଭାଗ । ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ଏକ ଟ୍ରକରେ ୧୬ ଟନ ମାଙ୍ଗାନିଜ ପଥର ନେଇ ଯାଉଥିବା ସମୟରେ କେରଡା ଗ୍ରାମ ଠାରେ ଥିବା ବନ ବିଭାଗର ଚେକିଂ ପୋଷ୍ଟରେ…
Read More...