ଭାରତନେତାଜୀଙ୍କ ଜୟନ୍ତୀରେ ଭିକ୍ଟୋରିଆ ମେମୋରିଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀReportJanuary 23, 2021 by ReportJanuary 23, 2021011 (କୋଲକାତା): ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀକୁ ଚଳିତବର୍ଷ ଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ ହୋଇଛିା ।...
ଭାରତବଜେଟ ପୂର୍ବରୁ ଅର୍ଥ ମନ୍ତ୍ରାଳୟ କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣReportJanuary 23, 2021 by ReportJanuary 23, 2021019 (ନୂଆଦିଲ୍ଲୀ): ଅର୍ଥ ମନ୍ତ୍ରାଳୟରେ ଶନିବାର ହାଲୱା ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ସୀତାରମଣ...
ଅପରାଧବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଉପରେ ଚଢାଉ, ବ୍ୟବସାୟୀ ଅଟକReportJanuary 23, 2021 by ReportJanuary 23, 2021037 (ବ୍ରହ୍ମପୁର): ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଠାବ ହୋଇଛି । ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ ମହଲା ଘରେ ଚାଲିଥିବା ଗୁଟଖା କାରଖାନା ଉପରେ...
ଭାରତ ରାଜନୀତିଗୋଟିିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀReportJanuary 23, 2021 by ReportJanuary 23, 2021027 ଭୁବନେଶ୍ୱର : ଆସନ୍ତାକାଲି ଗୋଟିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି । ଏହା ଜାଣିବା ପରେ ଫିଲ୍ମ ‘ନାୟକ’ କଥା ହୁଏତ ଆପଣଙ୍କ ମନେପଡୁଥିବ, ଯେଉଁଠି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ...
entertainment ଓଡିଶାରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ରୋମିଓ ରାଜା’ReportJanuary 23, 2021 by ReportJanuary 23, 2021014 କଟକ : କରୋନା କାଳରେ ଦୀର୍ଘ ୧୦ମାସ ପରେ ଆଜି ରିଲିଜ ହେଲା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଓଡିଆ ଚଳଚ୍ଚିତ୍ର “ରୋମିଓ ରାଜା” । ଏହା ଏବର୍ଷର ପ୍ରଥମ ଓଡିଆ ଚଳଚ୍ଚିତ୍ର ।...
ଭାରତପାକିସ୍ତାନ ସୀମାରେ ୧୫୦ ମିଟର ଲମ୍ବ ସୁଡଙ୍ଗ ଠାବReportJanuary 23, 2021 by ReportJanuary 23, 202108 (ନୁଆଦିଲ୍ଲୀ): ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଲଗାତାର ଭାବେ ପଣ୍ଡ ହେଉଛି । ସୀମାରେ ମୁତୟନ ସେନାର ଦୃଢ ଜବାବ ପରେ ଏବେ ଆତଙ୍କୀାମାନେ ଭାରତକୁ ପ୍ରବେଶ କରିବାରେ ବିଫଳ ହେଉଛନ୍ତି । ଗତ...
ଆମୋଦପ୍ରମୋଦମିର୍ଜାପୁର ଏବେ ବିବାଦ ଘେରରେReportJanuary 23, 2021 by ReportJanuary 23, 2021018 ମୁମ୍ବାଇ : ୱେବ ସିରିଜ ତାଣ୍ଡବ କୁ ନେଇ ବିବାଦ ଲାଗିରହିଛି । ସିରିଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଅପମାନିତ କାରାଯାଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ବିରୋଧ । ସିରିଜରେ ଜାଣିଶୁଣି ହିନ୍ଦୁ ଭାବନାକୁ...
ଓଡିଶାମାତ୍ର ୭୦ ଟଙ୍କାରେ ମିଳୁଥିଲା ଜାଲ କୋଭିଡ ନେଗେଟିଭ ରିପୋର୍ଟReportJanuary 23, 2021 by ReportJanuary 23, 2021023 ପାରାଦୀପ : ମାତ୍ର ୭୦ ଟଙ୍କା ଦେଲେ ମିଳୁଥିଲା ଜାଲ କୋଭିଡ ନେଗେଟିଭ ରିପୋର୍ଟ। କେବଳ ରିପୋଟ୍ର ନୁହେଁ, ପାରାଦୀପ ଆଇଓସିଏଲ୍ରେ ପ୍ରବେଶ କରିବା ପାଇଁ ମଧ୍ୟ ନକଲି ଗେଟପାସ ମିଳୁଥିଲା। ଏଭଳି ଖବର...
ଭାରତଆସାମରେ ଭୁମିହୀନଙ୍କୁ ଜମିପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦିReportJanuary 23, 2021 by ReportJanuary 23, 2021015 (ଦିସପୁର): ପଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ମୂଳ ଅଧିବାସୀଙ୍କୁ ଶନିବାର ଜମିପଟ୍ଟା ବଣ୍ଟନ କରିଛନ୍ତି । ଆଜି କୋଲକାତା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରରେ ପହଞ୍ଚି ଦେଢ...
ଓଡିଶାବୋତଲ ଅସଲି, ମଦ ନକଲିReportJanuary 23, 2021 by ReportJanuary 23, 2021020 ଭୁବନେଶ୍ୱର : ସାରା ରାଜ୍ୟରୁ ଜବତ ହୋଇଛି ନକଲି ନିଶା ଦ୍ରବ୍ୟ । ବୋତଲ ଓ ବ୍ରାଣ୍ଡ ଅସଲି ହେଲେ ମଦ ନକଲି । କୋରାପୁଟ କୋଟପାଡ ବ୍ଲକର କୁଂଜୁଗୁଡା ଗ୍ରାମରେ ଏକ ମଦ...