ଅପରାଧପୂର୍ବ ଶତ୍ରୁତାରୁ ୨ ମୃତ, ୩ ଗୁରୁତରReportJanuary 23, 2021January 23, 2021 by ReportJanuary 23, 2021January 23, 2021010 ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା...
ଓଡିଶାବେଗୁନିଆପଡ଼ାଠାରେ ନୂତନ ପ୍ରକଳ୍ପର ମାରାଥନ ଉଦଘାଟନ କଲେ ବିଧାୟିକା ଲତିକା ପ୍ରଧାନReportJanuary 23, 2021 by ReportJanuary 23, 2021010 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗସ୍ତରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ କରିଛନ୍ତି। ଫାଶୀ ପଞ୍ଚାୟତରେ ୧୦ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର...
ଅପରାଧଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ: ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲReportJanuary 23, 2021 by ReportJanuary 23, 2021012 ନୂଆଦିଲ୍ଲୀ: ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଦୁଇ ବର୍ଷ କାରା ଦଣ୍ଡରେ...
ବିଶ୍ୱହାଫିଜର ୩ ଆତଙ୍କୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶReportJanuary 23, 2021 by ReportJanuary 23, 2021012 ଇସଲାମବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ୩ଜଣ ସହଯୋଗୀଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜମାତ-ଉଦ-ଦାୱା ଆତଙ୍କବାଦୀ ସଂଗଠନର ଏହି ୩ ଜଣ...
ଭାରତଚୀନ ଆକ୍ରାମକ ହେଲେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ବାୟୁସେନା ମୁଖ୍ୟReportJanuary 23, 2021 by ReportJanuary 23, 2021018 ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ବାୟୁ ସେନା ମୁଖ୍ୟ ଆର କେ ଏସ ବଦୋରିଆ କହିଛନ୍ତି, ଭାରତରେ ୮ଟି ରାଫେଲ ବିମାନ ପହଞ୍ଚି ସାରିଛି ଓ ଜାନୁଆରୀ ଶେଷ ସୁଦ୍ଧା ଆଉ ତିନିଟି ରାଫେଲ...
ଓଡିଶାରାଳବ ଗ୍ରାମରେ ପରାକ୍ରମ ଦିବସ ପାଳିତReportJanuary 23, 2021 by ReportJanuary 23, 2021098 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ବ୍ରହ୍ମପୁର,ସାହାଯ୍ୟ ପ୍ରାପ୍ତ ପାଠାଗାର ମିଳିତ ଆନୁକୂଲ୍ୟରେ ରାଳବ ଗ୍ରାମରେ ପରାକ୍ରମ ଦିବସ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ...
ଓଡିଶାଗଣତନ୍ତ୍ର ଦିବସ ପାଳନ ସ୍ଥଳୀକୁ ସାମ୍ବାଦିକଙ୍କ ପ୍ରବେଶ ନିଷେଦ୍ଧReportJanuary 23, 2021 by ReportJanuary 23, 2021016 ଭୁବନେଶ୍ୱର: ଚଳିତ ବର୍ଷ ଗଣତନ୍ତ୍ର ଦିବସକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ । ରାଜ୍ୟ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ ପଡିଆକୁ ସାମ୍ବାଦିକଙ୍କୁ ନ ଯିବାକୁ ବାରଣ କରିଛନ୍ତି । ତେବେ...
ରାଜନୀତିଜୟ ଶ୍ରୀରାମ ନାରାରେ ରାଗିଲେ ମମତା, ଦେଲେନି ଉଦ୍ବୋଧନReportJanuary 23, 2021 by ReportJanuary 23, 2021018 କୋଲକାତା: କୋଲକାତାର ଭିକ୍ଟୋରିଆ ସ୍ମାରକୀଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଉଦ୍ବୋଧ ଦେବାକୁ ମନା କରିଦେଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଞ୍ଚରେ...
ଓଡିଶାଗାଡ଼ି ଚାଳକଙ୍କୁ ସଚେତନ କରିଲେ ଏଆଇପିଏଲ କର୍ମଚାରୀReportJanuary 23, 2021 by ReportJanuary 23, 2021024 ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ ତରଫରୁ ପିତାପଲ୍ଲୀ ଠାରେ ବିଭିନ୍ନ ଗାଡ଼ି ଚାଳକମାନଙ୍କୁ ସଚେତନତାର ବାର୍ତା ଦେବା ସହ ଲିଫଲେଟ ବଣ୍ଟନ କରାଯାଇଥିଲା । ଗାଡ଼ି ଚାଳକମାନଙ୍କୁ ହେଲମେଟ, ସିଟବେଲ୍ଟ ବାନ୍ଧିବା, ଗାଡ଼ି...
ଓଡିଶା“ଶିଶୁ ସମ୍ପର୍କ ଯାତ୍ରା” ରଥ ଶୁଭାରମ୍ଭReportJanuary 23, 2021 by ReportJanuary 23, 2021051 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ସମ୍ପ୍ରତିକ ମହାମାରୀ କରୋନା ସମୟରେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଶିଶୁ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣରେ ବାଧା ଉପୁଜି ଶୈଶବ ସମୟରେ ଶିଶୁର ଅଧିକାର ଗୁଡିକୁ ସୁରକ୍ଷା...