Browsing Tag

reporterstoday

ସୁବର୍ଣ୍ଣପୁରରେ ବିଭିନ୍ନ କମିଟି ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ପଞ୍ଚାୟତର ବରୋମୁଣ୍ଡା ଗ୍ରାମରେ ଆମ୍ବେଦକର କ୍ଲବ ପକ୍ଷରୁ ନୁଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆୟୋଜକ କମିଟି ତରଫରୁ ଛୋଟ ପିଲାମାନଙ୍କ ମଧ୍ୟରେ ନାଚ ଗୀତ ପୁଚି ଓ ବେଲୁନ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସିନିଅର…
Read More...

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ଥାନ ଅ ଞ୍ଚଳରେ ଜଣେ ଅଟୋ ଚାଳକକୁ ଜଣେ ଯୁବକ କଟୁରୀରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯିବା ହୋଇଯାଇଛି । ଆହତ ଅଟୋ ଚାଳକ ଜଣକ ଗୁରତର ଅବସ୍ଥାରେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ , ବାଲିପାଟଣା…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର ଶଙ୍କରପୁର ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଯୁବକଙ୍କୁ ଆକ୍ରମଣ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

( ଆଦର୍ଶ ରାଉତ): ଗତକାଲି ରାଜଧାନୀରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଳଶୁଣୀ ଛକରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ହୋଇଥିବା ଯୁବକ ଜଣକ ହେଲେ ଚିତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଛି ।…
Read More...

ଓଡିଶାରେ ଫ୍ରାନ୍ସ କରିବ ପୁଞ୍ଜିନିବେଶ

(ରିପୋର୍ଟସ ଟୁଡେ): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ତେଣୁ ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁଥିବା ମେକ୍ ଇନ୍ ଓଡିଶାରେ ଭାଗ ନେବ ଫ୍ରାନ୍ସ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର…
Read More...

୩୫ ବର୍ଷ ପରେ ସକ୍ରିୟ ହେଲା ମହିଳା କଂଗ୍ରେସ

( ରିପୋର୍ଟସ୍ ଟୁଡେ): ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟରେ ରଖି ୩୫ ବର୍ଷର ମହିଳା କଂଗ୍ରେସକୁ ଆଜି ସତେଜ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ । ଏଦେଶରେ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇ ଦେଶ ଚଳାଇଥିଲେ । ସେହିପରି…
Read More...

ପୁଣି ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କଲେ ନିରଞ୍ଜନ

(ମମତା ସାମଲ) : ପୂର୍ବତନ ମନ୍ତ୍ରୀ ଦମୋଦରଙ୍କୁ ବହିଷ୍ମାର ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜୁଦଳକୁ ଭାରିପଡିଛି ଏହି ତୁଙ୍ଗ ନେତାଙ୍କୁ ବହିଷ୍କାର ପ୍ରସଙ୍ଗ । ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ଆଜି ପୁଣି ଥରେ ନବୀନଙ୍କୁ ଟାର୍ଗେଟ…
Read More...

ବିଜେଡି ସାଙ୍ଗଠନିକ ସ୍ତରରେ ବଡ ଧରଣର ଅଦଳବଦଳ

(ଆଦର୍ଶ ରାଉତ) : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ନୂଆ ରଣନୀତି । ବିଜେଡି ସାଙ୍ଗଠନିକ ସ୍ତରରେ ଆଜି ଏକ ବଡ ଧରଣର ଅଦଳବଦଳ ହୋଇଛି । ବାଲିକୁଦା-ଏରସମା ବିଧାୟକ ପ୍ରାଶନ୍ତ ମୁଦୁଲି ଜଗତସିଂହପୁର ଜିଲା ବିଜେଡି କାର୍ୟ୍ୟକାରୀ ସଭାପତି ହୋଇଛନ୍ତି । ପୂର୍ବରୁ ଜିଲ୍ଲା ଯୋଜନା…
Read More...

ଗାଧେଇବା ହେଲା କାଳ

(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ଗାଧୋଇବାକୁ…
Read More...

ପ୍ରସ୍ତୁତ କରନ୍ତୁ ଘରେ ଇଲିସି ମାଛ ବେସର ….

(ମମତା ସାମଲ): ଇଲିସି ମାଛ ବେସର ଖାଇବାକୁ ହେଲେ କେମିତି ପ୍ରସ୍ତୁତି କରିବାକୁ ହେବ, ଆସନ୍ତୁ ଜାଣିବା ... ଆବଶ୍ୟକୀୟ ସାମଗ୍ରୀ : - ୧ କେଜି ଇଲିସି ମାଛ, ୨ଟି କଟା ପିଆଜ, ୨ଟି ଟମାଟୋ, ୩ – ୪ଟି କଞ୍ଚା ଲଙ୍କା, ୫ – ୬ଟି ରସୁଣ କୋଲା, ୩ – ୪ ଚାମଚ ସୋରିଷ ତେଲ, ୩ଚାମଚ ସୋରିଷ, ଅଧଚାମଚ…
Read More...