Browsing Tag

Repoters Today

ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ

ଭୁବନେଶ୍ୱର: ଆଜି ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ।ଶନିବାର ଦିନ ଫେଡେରେସନ ଅଫ୍ କମର୍ସ ଚାମ୍ବରର ମୁଖ୍ୟ ଭାବେ ଶୁଭ୍ରକାନ୍ତ ପଣ୍ଡା ଦାୟିତ୍ୱ ନେଇଛନ୍ତି ।ସେ ପୂର୍ବରୁ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୋଇସ୍ ଲିମିଟେଡ୍(ଇମ୍ପା)ର ପରିଚାଳନା…
Read More...

ଖରିଫ ଋତୁ ୨୦୨୨-୨୩ ନିମନ୍ତେ ବ୍ଲକ ସ୍ତରୀୟ ଧାନ କ୍ରୟ ବୈଠକ ଅନୁଷ୍ଠିତ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଛତ୍ରପୁର ଙ୍କ ପକ୍ଷରୁ ସାରା ଜିଲ୍ଲାରେ ଚଳିତ ବର୍ଷର ଖରିଫଋତୁ ଧାନ ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି କାଟୁ ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁ ୨୦୨୨-୨୩…
Read More...

ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ର ପଞ୍ଚମ ବାର୍ଷିକ କ୍ରୀଡା…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋଲାମୁଣ୍ଡା ର ପଞ୍ଚମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହେଇଥିଲା ।ଏହି କ୍ରୀଡା ସମାରୋହ ରେ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ।…
Read More...

ଓଡ଼ିଶା ବାସୀଙ୍କୁ ସ୍ଥିର ରାଜନୈତିକ ଆୟୁଧ ଭାବରେ ବିଜେଡି ସେବା କରିଆସୁଛି

ଭୁବନେଶ୍ୱର: ବାସ୍ତବରେ ୨୫ ବର୍ଷ ର ଯେଉଁ ଯାତ୍ରା ଅତ୍ୟନ୍ତ ସଫଳ ଯାତ୍ରା ।ଓଡ଼ିଶା ବାସୀଙ୍କୁ ଗୋଟିଏ ସ୍ଥିର ରାଜନୈତିକ ଆୟୁଧ ଭାବରେ ବିଜେଡି ସେବା କରିଆସୁଛି ।ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ର ଶାସନ କେବଳ ନୁହେଁ ଅନେକ ସାମାଜିକ କାର୍ୟ୍ୟକ୍ରମ ଏ ୨୫ ବର୍ଷ ଭିତରେ ହୋଇଛି ।ବିଜେଡି ର ସଂଗଠନ…
Read More...

କେରଳ ଗସ୍ତରେ ତିନୋଟି ମହାନଗର ନିଗମ ପ୍ରତିନିିଧ

ଭୁବନେଶ୍ୱର: କେରଳ ଗସ୍ତରେ ତିନୋଟି ମହାନଗର ନିଗମ ପ୍ରତିନିିଧ । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ପକ୍ଷରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟିର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁରର ସମତେ କଟକ ମହାନଗର ନିଗମର ପ୍ରତିନିଧିଙ୍କୁ…
Read More...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଓ଼ ବିତରଣ ଉତ୍ସବ

ଆଳି/ ଅଶ୍ୱିନୀ କୁମାର ସାହୁ :-ଆଳି ଦେମାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଓ଼ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି  । ଅନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବ ରେ ପରିଚାଳନା ପରିଷଦର ସଭାପତି ତଥା ସାହିତ୍ୟିକ ବନମାଳୀ ସେନାପତି…
Read More...

ୟୁନଏସସି: ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନର ଆତଙ୍କବାଦ ପ୍ରେମର କଳା ପୋଲ ଖୋଲିଛି ଭାରତ

ନୂଆଦିଲ୍ଲୀ: ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ କଡା ଶବ୍ଦରେ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ . ଜୟଶଙ୍କର । ଜାତିସଂଘରେ ପୂର୍ବରୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ବଦନାମ ହୋଇସାରିଛି । ଏବେ ପୁଣି ଥରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ…
Read More...

ସାଉଦି ଆରବରେ କମାଲ କଲେ ଓଡ଼ିଆ ପୁଅ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ମାଟିର ପୁଅ ସାଉଦି ଆରବ ରେ ଦେଖାଇଲେ କମାଲ କଲେ । ୧୦୨ ୟୁନିଟ ରକ୍ତ ସଂଗ୍ରହ କରି କମାଲ କରିଛନ୍ତି । ସୂଚନା ଅନୁଯାଇ ଗତ ୧୨ ଏବଂ ୧୩ତାରିଖ ଦିନ ସାଉଦି ଆରବ ଜୁବାଇଲରେ ଥିବା ଖୋନାଇନି କମ୍ପାନୀରେ କାମ କରୁଥିବା ଆଳି କନିକା ଅଞ୍ଚଳର ଯୁବକ ମାନେ ସାଉଦିରେ ରକ୍ତର…
Read More...

ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନାହିଁ; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନଜୀବୀଙ୍କ ଆନ୍ଦୋଳନରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋନର ସମୟରେ ଆଇନଜୀବୀଙ୍କ ଆଚରଣ ତରିକାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ଆଜି ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ଓକିଲମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ଅନାବଶ୍ୟକ ବୋଲି…
Read More...

ରାଜ୍ୟ ସରକାର କଲେ ଓଏଏସ୍ ସ୍ତରରେ ଅଦବଦଳ

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଅଦବଦଳ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ୍ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ…
Read More...