ଯୁଦ୍ଧ ବନ୍ଦ କରିବାକୁ ଋଷର ବିକଳ୍ପ ; ‘ଅସ୍ତ୍ର ଛାଡ ଆମେ ସୁରକ୍ଷା ଦେବୁ!’
ଓଡେଶା : ଋଷ–ୟୁକ୍ରେନ ଯୁଦ୍ଧକୁ ୨୬ ଦିନ ହୋଇଗଲାଣି । ତଥାପି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନି ଏହି ଯୁଦ୍ଦ । ଯୁଦ୍ଧର ପ୍ରକୋପ କମିବା ବଦଳେ ତୀବ୍ରତର ହେବାରେ ଲାଗିଛି । ସେନା ସମେତ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ନେଲାଣି ଏହି ଦୁଇ ଦେଶର ଯୁଦ୍ଧ । ପ୍ରଥମେ ୟୁକ୍ରେନ ରାଜଧାନୀ କିଭକୁ…
Read More...
Read More...