Browsing Tag

shasikala

କଳାହାଣ୍ଡି ରୁ ବରଗଡ଼ ପହଞ୍ଚିଲା କୋଶଲ ସ୍ୱାଭିମାନ ପଦଯାତ୍ରା

ବରଗଡ/ ଚିତ୍ତରଞ୍ଜନ ସାହୁ : ୨ ଶହ କିଲୋମିଟର ଚାଲି ଚାଲି ବରଗଡ଼ରେ ପହଁଚିଲେ କୋଶଲ ଯୁବ ସଂଗ୍ରାମୀ । କଳାହାଣ୍ଡି ଭବାନୀପାଟଣାର ମା ମାଣିକେଶ୍ୱରୀ ମନ୍ଦୀରରୁ ୨୦ ଜଣ କୋଶଳ ସଂଗ୍ରାମୀ ବରଗଡ଼ ପର୍ୟନ୍ତ ୨୩ ତାରୀଖରୁ ପଦଯାତ୍ରା ବାହାରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାନେ ରାଜ୍ୟ ସରକାରଙ୍କର…
Read More...

ନେତ୍ରହରା ଦ୍ରୌପଦୀଙ୍କୁ ସରକାରୀ ସହାୟତା ପାଇଁ ସ୍ୱାମୀଙ୍କ ନିବେଦ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ଭିନ୍ନକ୍ଷମଙ୍କୁ ସମାଜର ସ୍ରୋତରେ ମିଶାଇବା ପାଇଁ କେନ୍ଦ୍ର ଓ ଜ୍ୟ ଏକ ବିଭାଗ ସୃଷ୍ଟି କରିଛନ୍ତି । କିନ୍ତୁ ଏହି ଯୋଜନାରୁ କିଛି ଭିନ୍ନକ୍ଷମ ବ୍ୟକ୍ତି ବଞ୍ôଚତ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବିଜାତଳା…
Read More...

ଇ-ମୋଟର ସାଇଲେଲ ନିର୍ମାଣ କଲେ ଅକ୍ଷୟ

ଗଞ୍ଜାମ/ହରପ୍ରସାଦ ବିଶୋଇ: ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ହେବା ପରେ ଦିନକୁ ଦିନ ଇ-ବାଇକର ଚାହିଦା ବୃଦ୍ଧି ପାଉଛି, ହେଲେ ଇ-ବାଇକ୍ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ତେଣୁ କମ୍ ଟଙ୍କାରେ କେମିତି ଇ-ବାଇକ୍ ନିର୍ମାଣ କରାଯିବ ସେ ନେଇ ଚିନ୍ତା କରିବା ସହିତ କେତେକ ଇ-ବାଇକ୍…
Read More...

ବାଲୁକା କଳା ମାଧ୍ୟମରେ ସୁରକ୍ଷା ବାର୍ତ୍ତା

ଗୋପ/ଜୟନ୍ତ କୁମାର ସେଠୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "ବିଶ୍ୱ ହେପାଟାଇସ ଦିବସ’ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି  । ଏ ବର୍ଷର ଥିମ "ହେଲଥ କେନନଟ ୱେଟ'କୁ ଆଧାର କରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା…
Read More...

ବକୁଳବନ ପରିଦର୍ଶନ କଲେ ସାକ୍ଷୀଗୋପାଳ ବିଧାୟକ ଓ ଜିଲ୍ଲାପାଳ

ଗୋପ/ଜୟନ୍ତ କୁମାର ସେଠୀ: ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ କରାଯିବ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି । ପର୍ୟ୍ୟଟକ ମାନଙ୍କୁ…
Read More...

ମହାପ୍ରଭୁଙ୍କୁ ୩ଟି ସୁନାର ଜିଭ ଛେଲା ଦାନ

ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ଗୋଟି ସୁବର୍ଣ୍ଣ ଜିଭି (ସୁନାର ଜିଭ ଛେଲା) ଦାନ କରିଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ୟ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସକ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ଵରର ପଦ୍ମଚରଣ ପାତ୍ର…
Read More...

ମହାନଦୀ ସେତୁ ଉପରେ ଉଜ୍ଜ୍ୱଳ ଆଲୋକ ପାଇଁ ଗ୍ରାମବାସୀଙ୍କ ଦାବି

ସୋନପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଳାପାଳ କାର୍ୟ୍ୟାଳୟରୁ ପଟାଭାଡ଼ି ଦେଇ ବୁଢ଼ାରାଜା ଛକ ଓ ମହାନଦୀ ବ୍ରିଜ ପର୍ୟ୍ୟନ୍ତ ହୋଇଥିବା ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇଇପଡିଥିବା ବେଳେ ଏହାକୁ ମରାମତି କରାଯିବା ଓ ବିରାମହାରାଜପୁର ଉପଖଣ୍ଡ ରୁ ସୋନପୁର କୁ ଯୋଗ କରୁଥିବା…
Read More...

ଚାଷ ପାଇଁ ପାଣି ଯୋଗାଣ

ସୋନପୁର/ଓମପ୍ରକା ମିଶ୍ର: ଆଜି ଉଲୁଣ୍ଡା ବ୍ଳକର ଠେଙ୍ଗୋ ପ୍ରୋଜେକ୍ଟ ହରିହର ଯୋରରୁ ଖରିଫ ରୁତୁର ଚାଷ ପାଇଁ୧୪୨ମି ୫୦ ସେମି ପାଣି ଛଡାଯାଇଛି।ଏହି କାର୍ୟ୍ୟକ୍ରମ ରେ ଉଲୁଣ୍ଡା ବ୍ଳକ ର ଚାଷୀ କମିଟି ର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ନାଏକ ପୂଜାର୍ଚ୍ଚନା କରାଯାଇ କେନାଲ ଗେଟର ପରିଚାଳନା…
Read More...

ହିଞ୍ଜିଳିକାଟୁ ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ବୁଧବାର ହିଞ୍ଜିଳିକାଟୁ ଗସ୍ତରେ ଆସି ପୌରପରିଷଦରେ ଥିବା ନେତାଜୀ ପାର୍କ ଓ ଏମସିସି ବୁଲି ଦେଖିଥିଲେ । ସେଠାରୁ ସାରୁ ପଂଚାୟତ ର ଚାଲିଥିବା କାମ ତଦାରଖ କରିଥିଲେ ଶେଷରେ ବ୍ଲକ କାଯ୍ୟଳୟ ରେ ସବୁ ଲାଇନ ବିଭାଗ ର ଉଚ୍ଚ…
Read More...

ପାରିବାରିକ କହଳକୁ ନେଇ ଆତ୍ମହତ୍ୟା

ବରୀ/ ସତ୍ୟଜିତ ବାରିକ: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସହୁପଡ଼ା ଗ୍ରାମର ଦୁଃଖିଶ୍ୟାମ ଧଳ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ଶ୍ରୀ ଧଳ ପାରିବାରିକ କହଳକୁ ନେଇ ତାଙ୍କ ଘର ନିକଟସ୍ଥ ଏକ ଗଛରେ ଗାମୁଛା ଦ୍ଵାରା ଆତ୍ମହତ୍ୟା କରିଥିବା ବେଳେ ଝୁଲନ୍ତା ଅବସ୍ଥା…
Read More...