Browsing Tag

shilasmita ray

ଛତିଶଗଡରେ ବ୍ଲାକ ଫଙ୍ଗସ ପ୍ରକୋପ: ୧୫ ରୋଗୀ ଚିହ୍ନଟ

ରାୟପୁର: ଛତିଶଗଡରେ ବ୍ଲାକ ଫଙ୍ଗସରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ୧୫ ରୋଗୀଙ୍କୁ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଏଥିମଧ୍ୟରୁ ଅଧିକ ରୋଗୀଙ୍କ ଆଖିରେ ଇନ୍‌ଫେକ୍ସନ ବ୍ୟାପୁଥିବା ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ଛତିଶଗଡ…
Read More...

ଜନପ୍ରିୟ ଅଧିକାରୀଙ୍କ ବଦଳିକୁ ନେଇ ସୁରଙ୍କ ପ୍ରଶ୍ନ

ଭୁବନେଶ୍ୱର/ରାଜେଶ ସାହୁ: କରୋନା ମହାମାରୀ ସମୟରେ କାହିଁକି ସରକାର ନେଲେ ଏଭଳି ନିଷ୍ପତ୍ତି ? କାହିଁକି ବଦଳି କରାଗଲା ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ? କୋଭିଡ ସଂକ୍ରମଣ ପରଠାରୁ ଦିନ ରାତି ଏକ କରି କାର୍ଯ୍ୟକରି ଲୋକଙ୍କ ପ୍ରିୟ ହୋଇଥିବା କମିଶନରଙ୍କୁ କାହିଁକି…
Read More...

ମୋ ସରକାରକୁ ପୋଷ୍ଟଅଫିସ କର୍ମଚାରୀଙ୍କ ଅଣଦେଖା

(ଭୁବନେଶ୍ୱର / ରାଜେଶ ସାହୁ) : ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ତାଙ୍କ କର୍ମଚାରୀଙ୍କ ଖାତିର । ମୋ ସରକାରକୁ ନାହିଁ ସରକାରୀ କର୍ମଚାରୀଙ୍କ ଭୟ । ଲୋକେ ବିଭିନ୍ନ ସରକାରୀ ଅଫିସକୁ ଯାଇ ଯେମିତି ସେମାନଙ୍କ କାର୍ଯ୍ୟ କରିପାରିବେ ସେ ପାଇଁ ରହିଛି କଡା ନିର୍ଦ୍ଦେଶ । କିନ୍ତୁ ସବୁ…
Read More...

ବିଚାରପତି ଚନ୍ଦ୍ରଚୂଡଙ୍କୁ କରୋନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ସହ ତାଙ୍କ ଜଣେ କର୍ମଚାରୀଙ୍କ ଠାରେ ମଧ୍ୟ କରୋନା ଚିହ୍ନଟ ହୋଇଛି । ତେବେ ବିଚାରପତି ପଜିଟିଭ ହେବା ଜଣାପଡିବା ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି । କିନ୍ତୁ ଯେଉଁ ଖଣ୍ଡପୀଠର ବିଚାପତି…
Read More...

ଆଖିବୁଜା ଗୁଳିମାଡରେ ୧୧ ଜଣଙ୍କ ମୃତ୍ୟୁ

ମସ୍କୋ: ଋଷର କଜାନ ସହରରେ ଗୁଳିବର୍ଷା । କଜାନ ସହରର ଏକ ସ୍କୁଲରେ ମଙ୍ଗଳବାର ଦୁଇ ବନ୍ଧୁକଧାରୀ ଆଖିବୁଜା ଗୁଳିଚଳାଇଥିଲେ । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହା ପରେ ସେଠାରେ ଜରୁରୀକାଳୀନସ୍ଥିତି ଜାରି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।…
Read More...

ପୁଲିସ ଛାଉଣି ଉପରେ ଗ୍ରେନେଡ ଆକ୍ରମଣ

ସାମ୍ବା: ବୁଧବାର ଦିନ ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ନାଡ ଅଞ୍ଚଳରେ ଥିବ।। ପୁଲିସ କ୍ୟାମ୍ପ ଉପରେ ଏକ ଗ୍ରେନେଡ ମାଡ ହୋଇଛି । ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ନାହାନ୍ତି । ପୁଲିସ ମୁତାବକ, ମଙ୍ଗଳବାର ମଧ୍ୟରାତ୍ରରେ ନାଡର ପୁଲିସ ଛାଉଣୀ ନିକଟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ…
Read More...

ଭାରତର ବି.୧.୬୧୭ ଭେରିଆଣ୍ଟ ୪୪ ଦେଶକୁ ବ୍ୟାପିଲାଣି: ଡବ୍ଲୁଏଚଓ

ଜେନେଭା: ଭାରତରେ କରୋନାର ଡବଲ ମ୍ୟୁଟାଣ୍ଟ ବିଶ୍ୱ ଚିନ୍ତାର କାରଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବୁଧବାର କହିଛି ଭାରତରେ ଦେଖାଦେଇଥିବା ବି ୧.୬୧୭ ଭେରିଆଣ୍ଟ ଏବେ ପୃଥିବୀର ୪୪ ଦେଶକୁ ବ୍ୟାପିଛି। ସଂଗୃହୀତ ୪୫୦୦ ନମୁନାରୁ ବି ୧.୬୧୭ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହି…
Read More...

ପରିଚୟ ପତ୍ର ବିନା ମଧ୍ୟ ନେଇହେବ ଟୀକା

ଭୁବନେଶ୍ୱର: ପରିଚୟ ପତ୍ର ଟୀକାକରଣ ପାଇଁ ବାଧ୍ୟତାମୂଳକ ନୁହେଁ । ବିନା ପରିଚୟପତ୍ରରେ ଯେମିତି ସମସ୍ତେ ଟୀକା ନେଇ ପାରିବେ ସେଥିପାଇଁ ପଦକ୍ଷେପ ନେଇଛି ରାଜ୍ୟସରକାର । ପରିଚୟପତ୍ର ନଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରି ଟୀକାକରଣରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ…
Read More...

କୋଭାକ୍ସିନ ଯୋଗାଇବାକୁ ମନା କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: କରୋନା ଟୀକା କୋଭାକ୍ସିନର ପ୍ରସ୍ତୁତକାରୀ ଭାରତ ବାୟୋଟେକ ଦିଲ୍ଲୀକୁ ଟୀକା ଡୋଜ ଯୋଗାଇ ଦେବାକୁ ମନା କରିଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନିସ ସିସୋଦିଆ ବୁଧବାର କହିଛନ୍ତି । କେନ୍ଦ୍ରର ଟୀକା ପରିଚାଳନାରେ ଅବ୍ୟବସ୍ଥା ସମ୍ପର୍କରେ କହିବା ଉପରେ ଏହା କହିଛନ୍ତି । ସିସୋଦିଆ…
Read More...

ଗଙ୍ଗାରେ ଭାସୁଛି କୁଢକୁଢ ମୃତଦେହ

ପାଟନା: କରୋନାର ପ୍ରଭାବ । ହଜିଯାଉଛି ମାନବିକତା । ଲୋକେ ଭୟଭୀତ । ନିଜ ଆତ୍ମୀୟ ସ୍ୱଜନଙ୍କୁ ଦେଉନାହାନ୍ତି କାନ୍ଧ କି କରୁ ନାହାନ୍ତି ଅନ୍ତିମ ସଂସ୍କାର । ଅନ୍ୟ ପଟେ ଏତେ ସଂଖ୍ୟକ ମୃତ୍ୟୁ ପରେ ଶ୍ମଶାନଘାଟରେ ମିଳୁନାହିଁ ଜାଗା କି କାଠ । ତେଣୁ ବହୁ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଉଛି ।…
Read More...