Browsing Tag

Smruti Ranjan

ଟସ ଜିତି ଶ୍ରୀଲଙ୍କାର ବୋଲିଂ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠୁ ଆରମ୍ଭ ହୋଇଛି ଭାରତ ଶ୍ରୀଲଙ୍କା ପ୍ରଥମ ଟି-ଟ୍ଵେଣ୍ଟି ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଟିମ୍ ଶ୍ରୀଲଙ୍କା ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଙ୍ଗ ପାଇଁ ଭାରତକୁ ଆମନ୍ତ୍ରିତ କରିଛି ସିଂହଳି ଦଳ। ଏହି ମ୍ୟାଚରେ ଭାରତୀୟ ଦଳରେ…
Read More...

ସ୍ମାର୍ଟ ପୋଖରୀର ଆୟୁଷ ସାତ ୭ ଦିନ

କଟକ(ରିପୋର୍ଟର୍ସ ଟୁଡେ): ସିଲଭର ସିଟିରେ ତିଆରି ହୋଇଥିଲା, ତା ପାଇଁ ପୁଣି ସ୍ମାର୍ଟ ପାଚେରୀ। କିନ୍ତୁ ୭ ଦିନ ନ ପୁରୁଣୁ ଭୁଷୁଡି ପଡିଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗ୍ରାମବାସୀ। ଏହାପରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି…
Read More...

କେନ୍ଦ୍ରାପଡାରେ ୧୪୪

କେନ୍ଦ୍ରାପଡ଼ା(ରିପୋର୍ଟର୍ସ ଟୁଡେ): ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା। କିନ୍ତୁ ୧୪୪ ଧାରାର କାରଣ କୋରୋନା ସଂକ୍ରମଣ ନୁହେଁ। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ନିରାପତ୍ତାକୁ ଦୃଷ୍ଟିରେ…
Read More...

ଚାହୁଁ ଚାହୁଁ ହୋଇଗଲା ସର୍ବଶାନ୍ତ

ଅହମ୍ମଦାବାଦ(ରିପୋର୍ଟର୍ସ ଟୁଡେ): ଗୁଜୁରାଟର ଅହମ୍ମଦାବାଦରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରୋଷେଇ ଘରେ ଗ୍ୟାସ ଲିକ ହେବାରୁ ଚାଲିଯାଇଛି ପରିବାରର ୭ଟି ମଲ୍ୟବାନ ଜୀବନ । କ୍ଷଣିକ ସମୟ ମଧ୍ୟରେ ଏପରି ଏକ ମର୍ମନ୍ତୁଦ ଘଟରା ଘଟଯାଇଛି ଏହି ଅଞ୍ଚଳରେ । ଅହମ୍ମଦାବାଦ ନଗର ଥାନା ଅନ୍ତର୍ଗତ ଏକ…
Read More...

ଚୋରା ମଦ ଚାଲାଣ ବେଳେ ଚଢାଉ

କେନ୍ଦ୍ରାପଡା(ରିପୋର୍ଟର୍ସ ଟୁଡେ): ପୁଣି ଜବତ ହେଲା ବିପୁଳ ପରିମାଣର ମଦ । କେନ୍ଦ୍ରପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର-ନିକିରାଇ ରାସ୍ତାରୁ ଜବତ ହୋଇଛି ଚୋରା ମଦ । ଏହି ମଦ ଜବତ କରିବା ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ବେଆଇନ ଭାବେ ଇନ୍ଦୁପୁର- ନିକିରାଇ…
Read More...

ଦେବଗଡରେ ନିଆରା ରଥଯାତ୍ରା

ଦେବଗଡ(ରିପୋର୍ଟର୍ସ ଟୁଡେ): କୋରୋନା କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ମିଳିନଥିଲା । ତେଣୁ କୋଭିଡ କଟକଣା ମାନି କେବଳ ପୁରୀରେ ହିଁ ରଥଯାତ୍ରା ସମ୍ପନ୍ନ ହୋଇଛି । ତେବେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ…
Read More...

ବନାଞ୍ଚଳରେ ଦନ୍ତାହାତୀ ମୃତ

ଢେଙ୍କାନାଳ(ରିପୋର୍ଟର୍ସ ଟୁଡେ): ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି । ତିନି ଦିନ ତଳେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣା ସାମନାକୁ ଆସିଥିଲା । ଏହାପରେ ପୁଣି ଆଜି ଆଉ ଗୋଟିଏ ହାତୀ ପ୍ରାଣ ହରାଇଥିବା ଜଣାଯାଇଛି । ତେବେ ଏକ…
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର(ରିପୋର୍ଟର୍ସ ଟୁଡେ): ବଲାଙ୍ଗୀର ଜିଲ୍ଳା ଟିଟିଲାଗଡ ସହରର ଟାଙ୍ଗରପଡାରେ ଜଣେ ବିବାହିତା ମହିଳାଙ୍କର ମୃତଦେହ ଠାବ କରାଯାଇଛି । ମୃତ ମହିଳାଜଣକ ହେଉଛନ୍ତି ଲିଜା ଡାକୁଆ । ଗତ ୪ ବର୍ଷ ହେବ ସେ ଏଠାରେ ରହି ଆସୁଥିଲେ । ଭୁବନେଶ୍ୱରର ବାସିନ୍ଦା ଲିଜା କଳାହାଣ୍ଡିର ବିଶ୍ୱନାଥପୁରରେ…
Read More...

ଫୁଲୁଛି ଗୋଦାବରୀ

ମାଲକାନାଗିରି(ରିପୋର୍ଟର୍ସ ଟୁଡେ): ବିପଦ ସଙ୍କୁଳ ଅବସ୍ଥାରେ ଗୋଦାବରୀ ନଦୀ । ବଢୁଛି ତେଲେଙ୍ଗାନାର ଭଦ୍ରାଚଳମରେ ଗୋଦାବରୀ ନଦୀର ଜଳସ୍ତର । ତେଣୁ ଏଠାରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି । ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମଠାରେ ଗୋଦାବରୀ ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।…
Read More...

ଭାରତକୁ ରୋପ୍ୟ ପଦକ ଉପହାର ଦେଲେ ଚାନୁ

ଜାପାନ(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକରେ ରୋପ୍ୟ ପଦକ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଭାରୋତ୍ତଳନରେ ଦେଶ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ମୀରା ବାଈ ଚାନୁ । ଏହି ପଦକ ହାସଲ କରି ସେ ଭାରତର ଅନ୍ୟ ଖେଳାଳୀମାନଙ୍କର ମନୋବଳ ବଢାଇବା ସହ ସେମାନଙ୍କ ଅତ୍ମବିଶ୍ୱାସ ବଢାଇଛନ୍ତି । ଏଥିସହ…
Read More...