Browsing Tag

Sports

ଟୋକିଓ ଅଲିମ୍ପିକ୍ସ ଖେଳିବେ ଦୀପଗ୍ରେସ୍ ଏକ୍କା

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍‌ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍‌ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ ।…
Read More...

ସେପ୍ଟେମ୍ବରରେ ହୋଇପାରେ ଆଇପିଏଲ୍‌ର ବଳକା ମ୍ୟାଚ୍ :ବିସିସିଆଇ

ଆଇପିଏଲ୍ ୨୦୨୧ର ବାକି ମ୍ୟାଚ୍‌ର ଆୟୋଜନ ଟି-୨୦ ବିଶ୍ଵ କପ୍‌ ପୂର୍ବରୁ  ହୋଇପାରେ। ଲିଗ୍‌ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ କରାଯାଇପାରେ। ଆଇପିଏଲ୍ ୨୦୨୧ରେ ଅନେକ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍‌ର ୧୪ଶ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ…
Read More...

ଆଇପିଏଲରୁ ବାଦ୍ ପଡିଲେ ଷ୍ଟୋକ୍ସ

ଜୟପୁର: ଚଳିତ ଆଇପିଏଲ ସିଜନ ରାଜସ୍ଥାନ ରୋୟଲ୍ସ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି । ଦଳର ମୁଖ୍ୟ ଖେଳାଳୀ ବେନ ଷ୍ଟୋକ୍ସ ଚଳିତ ଆଇପିଏଲ ସିଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡିଛନ୍ତି । ଭିଭୋ ଆଇପିଏଲର ୧୪ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ ବିରୁଦ୍ଧରେ ଆହତ…
Read More...

ଆଇପିଏଲ ମହାସମରରେ ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ । ଉଭୟ ଦଳରେ ବିସ୍ଫୋରକ ଖେଳାଳୀ ମାନଙ୍କର ରହିଛି ଲମ୍ବା ଲାଇନ, ତେଣୁ ଆଜିର ମ୍ୟାଚ ନିଶ୍ଚୟ ବଡ ସ୍କୋର ବିଶିଷ୍ଟ ହେବ ବୋଲି ଆଶା ରହିଛି । ପାଳି ଆରମ୍ଭରୁ ଜୋସ ବଟଲରଙ୍କ ଭଳି ଜଣେ…
Read More...

ଦୌଡ ରାଣୀ ପାଇବେ ‘ଛତିଶଗଡ଼ ବୀର୍‌ନି ପୁରସ୍କାର’

(ଭୁବନେଶ୍ୱର) : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୌଡରାଣୀ ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍‌ନି ପୁରସ୍କାର’ । ଏ ନେଇ ଛତିଶଗଡ଼ ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ଖବର ଶୁଣିବା ପରେ ଦୂତି ଟ୍ୱିଟ୍‌ କରି ନିଜ ପ୍ରଶଂସକଙ୍କୁ ଅବଗତ କରାଯାଇଛନ୍ତି । କରୋନା…
Read More...

ଆଜି ମଇଦାନରେ ଗୁରୁଙ୍କୁ ଭେଟିବେ ଋଷଭ ପନ୍ତ ।

ଭୁବନେଶ୍ୱର: ଚଳିତ ଆଇପିଏଲ ସଂସ୍କରଣର ଦ୍ୱତୀୟ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ । ଆହତ ସମସ୍ୟାରେ ଦଳରୁ ବାଦ୍ ପଡିଥିବା ଶ୍ରେୟସ ଅୟରଙ୍କ ସ୍ଥାନରେ ଅଧିନାୟକ ପଦ ସମ୍ଭାଳିବେ ୱିକେଟ କିପର ଋଷଭ ପନ୍ତ । ତେବେ ଅନ୍ୟ ପକ୍ଷରେ ଅଛନ୍ତି ତାଙ୍କ ଗୁରୁ ତଥା…
Read More...

ଟପ୍-୧୦ରେ ମହମ୍ମଦ ଶାମି

(ମମତା ସାମଲ)ରିପୋର୍ଟସଟୁଡେ: ଭାରତୀୟ ପେସର ମହମ୍ମଦ ଶାମି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଶାମି ଦଶମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍…
Read More...

ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

(ସର୍ବେଶ୍ୱର ପାତ୍ର ): ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଖେଳ କୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର୍ୟ୍ୟକ୍ରମ ରେ ଅତିଥି ଭାବେ ବିଦ୍ୟାଧର ସାହୁ, କ୍ରୀଡା ଶିକ୍ଷକ ରଂଜନୀ କାନ୍ତ ମିଶ୍ର, ସ୍କୁଲ ର ସଭାପତି ରମେଶ ମହାନ୍ତି, ସମ୍ପାଦକ…
Read More...

ପରଜଙ୍ଗ ମହାବିଦ୍ୟାଳୟର ୩୯ ତମ ବାର୍ଷିକ ଆଥଲେଟିକ୍ ଉଦଘାଟିତ

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ରେ ୩୯ ତମ ବାର୍ଷିକ ଆଥେଲେଟିକ ୨୦୧୮-୧୯  ଉଦଘାଟିତ ହୋଇଯାଇଛି ା ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କଲେଜ ଅଧକ୍ଷ ଡା ସୁନୀଲ କୁମାର ରଥ, ସାମ୍ନାନିତ ଅତିଥି ଭାବେ ସନାତନ ଦାସ, ବିନୋଦ ଦାସ, ରଞ୍ଜନ ଗଡ଼ନାୟକ, ପ୍ରବୋଧ ରଥ,…
Read More...

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ପ୍ରଥମ ଲିଟେରାରି ଫେଷ୍ଟିଭାଲ

(ରିପୋର୍ଟସ ଟୁଡ଼େ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ସ୍ପୋଟର୍‌ସ ଲିଟେରାରି ଫେଷ୍ଟିଭାଲ। ନଭେମ୍ବର ୨ ଓ ୩ ତାରିଖରେ ହେବାକୁଥିବା ଏହି ମେଗା କାର୍ୟ୍ୟକ୍ରମରେ ଗୋଟିଏ ସ୍ଥାନରେ ଏକାଠି…
Read More...