Browsing Tag

Sushree Sangita Pradhan

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି | ଭୋର ସାଢେ ୫ଟାରେ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତି ସମୀକ୍ଷା କରିବା ସହ ମାଆଙ୍କୁ ଦର୍ଶନ କରି ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି | ଏହାପରେ ହିଲଟପରେ ଥିବା ହନୁମାନ ମନ୍ଦିର ମଧ୍ୟ…
Read More...

ଆଜି ଲଢ଼ିବେ ଭାରତ-ପାକିସ୍ତାନ: ସ୍ୱତନ୍ତ୍ର ରଣନୀତି କରିଛି ରୋହିତ ବାହିନୀ

ମେଲବର୍ଣ୍ଣ : ଆଜି ଟି-ଟ୍ବେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ଟକ୍କର । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରଣନୀତି କରିଛି ମେନ୍‌ ଇନ୍‌ ବ୍ଲୁ । ଝାଳବୁହା ଅଭ୍ୟାସ କରିଛନ୍ତି ଖେଳାଳି । ଜଣେ ପ୍ରତିଶୋଧ…
Read More...

ଟୁଇଟରରେ ନବୀନଙ୍କୁ ଶୁଭେଚ୍ଛା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଦିନକୁ ବିଜେଡି କର୍ମୀମାନେ ଉତ୍ସବ ଭଳି ପାଳନ କରୁଛନ୍ତି । ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେଉଁଠି ରକ୍ତଦାନ ଶିବିର ହେଉଛି ତ କେଉଁଠି ବୃ’ରୋପଣ କରାଯାଉଛି । କେଉଁଠି ସଫେଇ…
Read More...

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ…
Read More...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ; ବିବାହିତଙ୍କ ପରି ଅବିବାହିତ ମହିଳାଙ୍କୁ ରହିଛି ଗର୍ଭପାତ ଅଧିକାର

ନୂଆଦିଲ୍ଲୀ : ମହିଳାଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଗର୍ଭପାତ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏହି ରାୟ । ମହିଳାମାନଙ୍କର ରହିଛି ଗର୍ଭପାତ ଅଧିକାର। ବିବାହିତ କିମ୍ବା ଅବିବାହିତ ମହିଳା ମଧ୍ୟରେ ବାଛବିଚାର କରିବା ଅସାମ୍ବିଧାନିକ । ଏଣୁ ସବୁ ମହିଳା ନିରାପଦ ଓ ବୈଧ…
Read More...

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କା । ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । ଭୁବନେଶ୍ୱରର ୩ଟି ସ୍ଥାନରେ ଚାଲିଛି ରେଡ୍ ।…
Read More...

ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ତେବେ ଶିବିରରେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ | ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ…
Read More...

କପିଲଙ୍କ ସୋକୁ ଆସିଲେନି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

 ମୁମ୍ବାଇ : କପିଲଙ୍କ ସୋକୁ ଆସିଲେନି ବିଶ୍ୱ ସୁନ୍ଦରୀ। ବଲିଉଡର ଆଗଧାଡିର ଚର୍ଚ୍ଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଦୀର୍ଘ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଡ ପରଦାକୁ ଫେରୁଛନ୍ତି। ତାହା ପୁଣି ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍‌ରେ ନଜର ଆସିବେ । ଦି କପିଲ ଶର୍ମା ଶୋ’ରେ ଫିଲ୍ମର…
Read More...

ଛାତ୍ରୀଙ୍କ ପାଇଲଟ୍ ହେବାର ସ୍ୱପ୍ନ : ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ

ସୁନ୍ଦରଗଡ଼: ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ। ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ। ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ…
Read More...

କିଏ ହେବ ଭୁବନେଶ୍ବର କ୍ଲବର ନୂଆ ବସ; ମୁହାଁମୁହିଁ ଅସିତ ଓ ସତ୍ୟପ୍ରକାଶ

ଭୁବନେଶ୍ବର : କିଏ ହେବ ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ ଭୁବନେଶ୍ବର କ୍ଲବର ନୂଆ ସଭାପତି ? ଏ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ନିର୍ବାଚନରେ ମୁହାଁମୁହିଁ ହେଉଛନ୍ତି ଅବସରପ୍ରାପ୍ତ ଟପ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ଆସନ୍ତା 24 ତାରିଖରେ ଏହି ପ୍ରିମିୟମ…
Read More...