Browsing Tag

Sushree

ହକି ବିଶ୍ୱକପ : ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ

ଭୁବନେଶ୍ୱର : ହକି ବିଶ୍ୱକପ ସେମିଫାଇନାଲ ମୁକାବିଲା ଜିତିଲା ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ | ଟିମ ଜର୍ମାନୀର ଆକ୍ରମଣାତ୍ମକ ଖେଳ ପରେ ଫାଇନାଲ ରେ ପାଇଲା ଜାଗା | ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । ପରେ…
Read More...

ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ମିସାଇଲ HSTDV

ବାଲେଶ୍ବର: ପରୀକ୍ଷଣ ହେଲା ହାଇପରସୋନିକ ମିସାଇଲ HSTDV | ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ ହେଲା ଏହି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ | ସବୁଠୁ ବଡ ଏବଂ ଆକର୍ଷଣୀୟ କଥା ହେଲା ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ HSTDV…
Read More...

ସ୍ୱାମୀ ରାମଦେବ ବାବାଙ୍କ ବଡ ବୟାନ, ୪ ଖଣ୍ଡ ହୋଇଯିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ପାଳିଛି ୭୪ତମ ସାଧାରଣତନ୍ତ୍ର ଦିବସ | ଏହି ଅବସରରେ ଯୋଗଗୁରୁ ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ନିଜ ବୟାନରେ ପାକିସ୍ତାନ ଖୁବଶୀଘ୍ର ୪ ଖଣ୍ଡ ହୋଇଯିବ ବୋଲି କହିଛନ୍ତି | ଯାହାପରେ ଚର୍ଚ୍ଚା ଲାଗିରହିଛି | କେବେଳ ସେତିକି ନୁହେଁ ଭାରତକୁ ପାକିସ୍ତାନର…
Read More...

୫ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF ଟିମ୍

ଭୁବନେଶ୍ୱର : ପାଞ୍ଚ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ପୋଲିସ । ୫ ହଜାର ୨ଶହ ୫୭ କେଜି ଗଞ୍ଜେଇ ଏବଂ ୧ ହଜାର ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତଗର୍ତ ଟାଙ୍ଗିଆ ପଡା ଠାରେ ଥିବା ସାନି କ୍ଲିନି ପ୍ରାଇଭେଟ ଲିମିଟେଡରେ ପୋଡି ନଷ୍ଟ କରିଛି…
Read More...

ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ଜଣାପଡିଛି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି | ପାଞ୍ଚଟି ରାଜ୍ୟସଭାକୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପାଇଁ ଏକ ମାସରୁ କମ୍ ସମୟ ବାକି ଥିବାବେଳେ…
Read More...

ଆଜି ବିଆରଏସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର : ଆଜି ବିଆରଏସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ | ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ | ଏଥିସହ ପୂର୍ବତନ ମନ୍ତ୍ରି…
Read More...

ଓଡ଼ିଶା ପୁଲିସକୁ ବଡ଼ ସଫଳତା : ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦେଶକ, ଏଡିଜି…
Read More...

କଳିଙ୍ଗ ଷ୍ଟାଡିୟମର ଅଲିସ୍ ଲ୍ୟାଣ୍ତରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଅଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା। ଏଥିରେ ମୁଖ୍ୟ…
Read More...

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ରାଇରଙ୍ଗପୁର: ସାରା ଭାରତରେ  ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି  ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି ।ଆମ ଓଡ଼ିଶାରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି ।ଆଜି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ ମସିହାରେ…
Read More...

ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସବୁଜ ରଙ୍ଗର ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ତେବେ ମୁଖୁଁଆମନ୍ତ୍ରୀ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧି ନବୀନ ନିବାସରେ…
Read More...