Notice: Undefined offset: 1 in /var/www/html/wp-content/plugins/seo-by-rank-math/includes/modules/schema/snippets/class-primaryimage.php on line 40

Notice: Undefined offset: 2 in /var/www/html/wp-content/plugins/seo-by-rank-math/includes/modules/schema/snippets/class-primaryimage.php on line 41
Browsing Tag

Talcher

ତାଳଚେରରେ ମାଟି ଧସିବା ଘଟଣା ସ୍ଥଳ ଅନୁଧ୍ୟାନ କଲେ ଡେପୁଟି ଡାଇରେକଟର

(ମନିଲ କୁମାର ମହାରଣା): ତାଳଚେର ପୌରାଞ୍ଚଳରେ ଶାନ୍ତିଲତା ବାଇଙ୍କ ଘରେ ଚଟାଣ ଫାଟି ମାଟି ଧସି ହୋଇଥିଲା । ଏହି ଘଟଣାରେ ସଠିକ ପ୍ରତିକାର ବ୍ୟବସ୍ଥା ଗ୍ରହଣ ଏବଂ ଭୂତଳ ଖଣିରେ ପର୍ୟ୍ୟାପ୍ତ ପରିମାଣରେ ବାଲି ଫିଲିଙ୍ଗ କରି ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବୀ ନେଇ ତାଳଚେର ବାସୀ ଜାତୀୟ…
Read More...

ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍

(ରିପୋର୍ଟସ ଟୁଡ଼େ): ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର କୋଇଲା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସ୍ଥାନୀୟ ଅଂଚଳ କୋଇଲା ଖଣି ଅଂଚଳ ହୋଇଥିବାରୁ ଏକ ଟିମ୍ ତାଳଚେର ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିବ । ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ…
Read More...

ଡ଼େରା ଟାଇକୋଣ୍ଡ ଅନୁଷ୍ଠାନ ରାଜ୍ୟ ତଥା ଜିଲ୍ଲାର ରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି

(ମନିଲ କୁମାର ମହାରଣା) : ଓଡ଼ିଶାର ଅନେକ ଟାଇକୋଣ୍ଡ ଅନୁଷ୍ଠାନ ମଧ୍ୟରୁ ତାଳଚେର ଡ଼େର । ଟାଇକୋଣ୍ଡ ଅନୁଷ୍ଠାନ ରାଜ୍ୟ ତଥା ଜିଲ୍ଲାର ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି । ଅନୁଷ୍ଠାନର ସୁନାମ ଧନ୍ୟ ଓ ତାଲିମ୍ ପ୍ରାପ୍ତ କୋଚ୍ ଯୋଗେନ୍ଦ୍ର ନାୟକଙ୍କ ଚିତାକର୍ଷକ ତାଲିମରେ…
Read More...

କୋଲ କରିଡର ରାସ୍ତା ନିର୍ମାଣକୁ ବିରୋଧ କରି ଫାଣ୍ଡିରେ ଧାରଣା ଦେଲେ ଗ୍ରାମବାସୀ

(ମନିଲ କୁମାର ମହାରଣା): ଗତକାଲି ଏମସିଏଲ ତିଆରି କରୁଥିବା କୋଲ କରିଡର ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ ଗ୍ରାମବାସୀ ।ନିଯୁକ୍ତି ନ ଦେଇ ଗ୍ରାମବାସୀଙ୍କ ଜମି ଉପରେ ଏମସିଏଲ ଜୋରଜବରଦସ୍ତ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏହାକୁ ବିରୋଧ କରି ଗତ କାଲି ଉକ୍ତ…
Read More...

ବୋଲେରୋକୁ ଚାପି ଦେଲା ଡମ୍ପର , ୨ ଜଣ ଗୁରୁତର

(ମନିଲ କୁମାର ମହାରଣା): ଏମସିଏଲ ତାଳଚେରସ୍ଥିତ ଲିଙ୍ଗରାଜ ଓପନ କାଷ୍ଟ ପ୍ରୋଜେକ୍ଟ କୋଇଲାଖଣିଠାରେ ଏକ ବୋଲରୋକୁ ଲିଙ୍ଗରାଜ ମାଇନ୍ସର ଏକ ଡମ୍ପର ଚାପି ଦେବାରୁ ବୋଲେରୋଟି ଭାଙ୍ଗି ଯିବା ସହ ଡ୍ରାଇଭର ଓ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପ୍ରଥମେ…
Read More...

ତୈଳ ଦର ହ୍ରାସ କରୁ ନଥିବା ପ୍ରତିବାଦରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

(ମନିଲ କୁମାର ମହାରଣା): କେନ୍ଦ୍ର ସରକାର ପେଟ୍ରୋଲ ଦର ୨.୫୦ ପଇସା କମାଇଥିବା ବେଳେ ଅଧିକ ଟିକସ ଅସୁଲ କରୁଥିବା ରାଜ୍ୟ ସରକାର ତୈଳ ଦର ହ୍ରାସ କରିବାକୁ ମନା କରୁଛନ୍ତି । ଫଳରେ ଓଡ଼ିଶାର ଉପଭୋକ୍ତା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଅନୁରୋଧ ରଖି ଅନେକ ରାଜ୍ୟ ମଧ୍ୟ ୨.୫୦…
Read More...

ନାମାଙ୍କନ ପତ୍ର ନାକଚ ପ୍ରତିବାଦରେ କଲେଜରେ ଉତ୍ତେଜନା

(ମନିଲ କୁମାର ମହାରଣା): ତାଳଚେର କଲେଜରେ ନାମାଙ୍କନ ପତ୍ର ଦାଖଲ କରିଥିବା କିଛି ଛାତ୍ରଙ୍କ ପ୍ରାର୍ଥୀପତ୍ର ଯୋଜନାବଦ୍ଧ ଭାବେ ନାକଚ କରାଯାଇ ଥିବା ପ୍ରତିବାଦରେ କଲେଜରେ ଉତ୍ତେଜନା ଦେଖା ଦେଇଛି କ୍ଷ ଏହି କଲେଜର ଏବି.ଭିପି ଛାତ୍ର ସଂଗଠନ ତରଫରୁ ମୋଟ ୮ ଜଣ ଛାତ୍ର ଏବଂ ଛାତ୍ରୀ ବିଭିନ୍ନ ପଦବୀ…
Read More...

ନାମାଙ୍କନ ପତ୍ର ବାତିଲ ପ୍ରତିବାଦରେ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

(ମନିଲ କୁମାର ମହାରଣା) : ନାମାଙ୍କନ ପତ୍ର ବାତିଲ ପ୍ରତିବାଦରେ ତାଳଚେର ସାଉଥ ବଲଣ୍ଡା ନିଳକଣ୍ଠେଶ୍ଵର ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଆଜି କଲେଜ ନିର୍ବାଚନ ପାଇଁ ନାମାଙ୍କନା ପତ୍ର ଦାଖଲ ନେଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା । କଲେଜରେ କେତେକ ପ୍ରାର୍ଥୀଙ୍କ ଉପସ୍ଥାନ ୭୫…
Read More...

ନୂଆ ଆଡ଼ିସନାଲ ଏସପି କାର୍ଯ୍ୟାଳୟ ଉଦ୍ଘାଟିତ

(ମନିଲ ମହାରଣା) : ଆଜି ତାଳଚେର ଦେଉଲବେଡ଼ା କଲୋନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନୂତନ କାର୍ଯ୍ୟାଳୟକୁ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଉଦ୍ଘାଟନ କରିଛନ୍ତି । ତାଳଚେର ନୂତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟାଳୟ ଭାର ସମ୍ଭାଳିବେ…
Read More...

ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଆନ୍ଦୋଳନ

(ମନିଲ କୁମାର ମହାରଣା) : ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଓ ବିଭାଗର ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା କରିଛି ବୋଲି ଅଭିଯୋଗ ହୋଇଛି । ଏହି ପ୍ରତିବାଦରେ ସେସୁର ୩୩/୧୧ କେଭି ଷ୍ଟ୍ରକଚର କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପାଇଁ…
Read More...