Browsing Tag

udala

ମାକୁ ହତ୍ୟା କରି ନିର୍ଦ୍ୱୟ ସାଜିଲେ ପୁଅ ଓ ସ୍ୱାମୀ

(ଉଦଳା) : ନୃଂଶସ ସାଜିଲେ ସ୍ଵାମୀ ଆଉ ତାଠାରୁ ବଳି ଗଲା ପୁଅ । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ଅତି ଦୟନୀୟ ଭାବେ ମହିଳାଙ୍କୁ ହତ୍ୟା । ହତ୍ୟାକାଣ୍ଡ ପରେ ସ୍ଵାମୀ ଏବଂ ପୁଅ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । ଉଦଳା ପୋଲିସ୍‌ ଘଟଣାର…
Read More...

ଶ୍ରୀଦାମଚନ୍ଦ୍ରପୁର ମେଡିକାଲରେ ଧାରଣା

ଉଦଳା(ଦୀପକ ମିଶ୍ର): ମେଡିକାଲ ଅଛି ହେଲେ ନାହାନ୍ତି ଡ଼ାକ୍ତର! ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ! ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରି ଜଣ ଡ଼ାକ୍ତର ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ଜଣେ ହେଲେ ଡ଼ାକ୍ତର ନାହାନ୍ତି । ଯାହା…
Read More...

ଅପହଞ୍ଚ ଗାଁକୁ ନାହିଁ ପୋଲ: ବିପଦଜନକ ଭାବେ ନଦୀ ପାର ହେଲେ ପ୍ରସୂତି

(ଦୀପକ ମିଶ୍ର/ଉଦଳା): ଗାଁକୁ ପୋଲ ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ବିପଦଜନକ ଭାବେ ନଦୀ ପାର କରାଇ ଡାକ୍ତରଖାନାକୁ ଅଣାଯାଇଛି । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଅପହଞ୍ଚ ଗାଁ ବାଲମାରେ ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ବାଲମା ଗାଁରେ ନଦୀରେ ସ୍ଥାୟୀ ପୋଲ ନିିର୍ମାଣ…
Read More...