ଓଡିଶା ପର୍ଯ୍ୟଟନ

ଆସନ୍ତା ୩ ରୁ ଖୋଲିବ ତାରାତାରିଣୀ ମନ୍ଦିର

ଗଞ୍ଜାମ -ଆସନ୍ତା ୩ ତାରିଖରେ ଖୋଲିବ ତାରାତାରିଣୀ ମନ୍ଦିର । କରୋନା କଟକଣା ମଧ୍ୟରେ ଭକ୍ତମାନେ ମାଙ୍କୁ ଦର୍ଶନ କରିପାରିବେ । ଏନେଇ ନେଇ ଜିଲ୍ଲାପ୍ରଶାନ ପକ୍ଷରୁ ଏସଓପି ଜାରି କରାଯାଇଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତକାଲି ବୈଠକ ହେବ ।ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ । ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପର୍ୟ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।

Related posts

ବୀର ବିର୍ଶା ମୁଣ୍ଡା ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କୁ ନେଇ ବିବାଦ

Report

ଅବ୍ୟବସ୍ଥାରେ ପିପିଲି ଟୋଲ ଗେଟ

Report

ବିଜେଡି ପକ୍ଷରୁ ଜନ ସଚେତନତା ଶୋଭାଯାତ୍ରା

Report

Leave a Comment