ଗଞ୍ଜାମ -ଆସନ୍ତା ୩ ତାରିଖରେ ଖୋଲିବ ତାରାତାରିଣୀ ମନ୍ଦିର । କରୋନା କଟକଣା ମଧ୍ୟରେ ଭକ୍ତମାନେ ମାଙ୍କୁ ଦର୍ଶନ କରିପାରିବେ । ଏନେଇ ନେଇ ଜିଲ୍ଲାପ୍ରଶାନ ପକ୍ଷରୁ ଏସଓପି ଜାରି କରାଯାଇଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତକାଲି ବୈଠକ ହେବ ।ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ । ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପର୍ୟ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।
previous post