୪୫ ହଜାର ମହିଳାଙ୍କୁ ନିଯୁକ୍ତି ଦେବ ଟାଟ କମ୍ପାନୀ

0

ତାମିଲନାଡୁ: ଚାକିରି ଅପେକ୍ଷାରେ ଥିବା ମହିାଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରୋନିକ କରାଖାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରୁଛି ଟାଟାଗ୍ରୁପ । ତାମିଲନାଡୁର ହୋସୁରରେ ଥିବା କରାଖାନାରେ ୪୫ ହଜାର ମହିଳା  ନିଯୁ୍କ୍ତି ଦେବାର ଯୋଜନା କରାଯାଉଛି । ଏହି କାରଖାନାରେ ଆଇଫୋନ୍ ଡିଭାଇସର ପାଟ ପ୍ରସ୍ତୁତ କରାଯାଇଥାଏ । ତେବେ ପୂର୍ବରୁ ୧୦ ହଜାର ମହିଳା କରାଖାନାରେ କାର୍ଯ୍ୟରତ ଥିବା ସୂଚନା ରହିଛି । ବର୍ତ୍ତମାନ କରାଯାଇଥିବା ନିଯୁକ୍ତି ଘୋଷଣା ଅନୁଯାୟୀ,ଆଗାମୀ ୧୮ ର ରୁ ୨୪ ମାସ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ଟ୍ରାଟାଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।