ବିଧାନସଭାରେ ଶିକ୍ଷକ ପ୍ରସଙ୍ଗ

0

ଭୁବନେଶ୍ୱର : ବାଚସ୍ପତିଙ୍କ ରୁଲିଂ ପରେ ସରକାର ଶିକ୍ଷକ ମାନଙ୍କ ସହ ଆଲୋଚନା ନ କରିଥିବା ରୁ ଉଭୟ ବିଜେପି ଓ କଂଗ୍ରେସ ର ହଟଗୋଳବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରତିବାଦ | ଫଳରେ ଗୃହ କୁ ୧୧ .୩୦ ଯାଏ ଗୃହ କୁ ମୂଳତବି ରଖିଛନ୍ତି ବାଚସ୍ପତି ତେବେ ପତିକ୍ରିୟା ଦେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି | ଶିକ୍ଷକ ମାନେ ଜିଦ୍ ରେ ଆନ୍ଦୋଳନ କରିବା ଉଚିତ୍ ନୁହେଁ। ସରକାର ତାଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଆର୍ଥିକ ବ୍ୟବସ୍ଥାକୁ ଆକଳନ କରି ସରକାର କିଛି ପଦକ୍ଷେପ ନିଶ୍ଚିତ ନେବେ। ଶିକ୍ଷକ ମାନେ ରାସ୍ତାରେ ଶୋଇବା ପସନ୍ଦ ଯୋଗ୍ୟ ହେଉନି।ରାଜ୍ୟ ସରକାର ଚାହିଁଥିଲେ ଜିଏସଟି ରେଡ୍ କେବେଠୁ ଆରମ୍ଭ କରି ଥାଇ ପାରିଥାନ୍ତେ। ଏଭଳି ପରମ୍ପରା ର ଉପକ୍ରମ ବିଜେପି ଆରମ୍ଭ କରିଛି।