Reporters Today
  • Home
  • ଓଡିଶା
  • ମେରୁଯାତ୍ରା ବନ୍ଦ କଲା ପ୍ରଶାସନ ।
ଓଡିଶା

ମେରୁଯାତ୍ରା ବନ୍ଦ କଲା ପ୍ରଶାସନ ।

(ରଜନୀକାନ୍ତ ପାତ୍ର / ହିଞିଳି) ; ଭଞ୍ଜନଗର ବ୍ଲକ ଗାଲେରୀ ଠାରେ କୋଭିଡ଼ କଟକଣା ଅନୁସାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ପାଳନ କରିବାକୁ ପ୍ରଥମେ ପ୍ରଶାସନ ଙ୍କ ଅନୁମତି ମିଳିଥିବା ବେଳେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା କଡ଼ାକଡ଼ି କରାଯାଇଛି। ବିଶେଷ କରି ଗାଲେରୀ ଦଣ୍ଡଯାତ୍ରା ଓ ମେରୁପର୍ବ ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ଼ ଲାଗି ରହିଥାଏ। ଏହି ସମୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଦଣ୍ଡଯାତ୍ରା ପରିଚାଳନା କମିଟି ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related posts

ପୋଲିସ ଚେକିଂରୁ ବର୍ତ୍ତିବାକୁ ଯାଇ ବାଇକ ଦୁର୍ଘଟଣା ଗ୍ରସ୍ତ, 

Report

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନଲାଇନରେ ହେବ ବ୍ୟବସ୍ଥା

Report

ବିଦ୍ୟାଳୟ ମିଶ୍ରଣକୁ ବିରୋଧ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

Report

Leave a Comment