ଓଡିଶା

ହୁତୁହୁତୁ ହୋଇ ଜଳିଗଲା କାର

(ସରୋଜ କୁମାର ରାଉତ): ଭୁବନେଶ୍ୱର ସିଆରପି ଓଭର ବ୍ରିଜ ଉପରେ ଜଳିଗଲା କାର । ତେବେ କାରଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ଅଚାନକ ଇଞ୍ଜିନରେ ନିଆଁ ଲାଗି ହୁତହୁତ ହୋଇ ଜଳିଥିଲା । କାରରେ ଡ୍ରାଇଭରଙ୍କ ସମେତ ୨ଯାତ୍ରୀ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ରହିଛି ।

Related posts

ପୋଲିସ ଭ୍ୟାନ,ଟ୍ରକ ମୁହାଁମୁହିଁ ଧକ୍କା

Report

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁୁ

Report

ଏସଏଚଜି ଗ୍ରୁପଙ୍କୁ ୪୦ଟି ଭିନ୍ନଭିନ୍ନ କାମ ସହ ଏକ ହଜାର କୋଟି

Report

Leave a Comment