ମେଟ୍ରୋ ଟ୍ରେନ ପାଇଁ ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ଟ୍ରେନ ପାଇଁ ଜୁନରେ ଭିତ୍ତିପ୍ରସ୍ତର ସ୍ଥାପନ । ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ । ମେଟ୍ରୋ ଟ୍ରେନ ଚଳାଚଳ ନେଇ ସୂଚନା ଦେଲେ ନଗର ଉନ୍ନୟନ ବିଭାଗ ସଚିବ । ଭୁବନେଶ୍ୱର ମେଟ୍ରୋ ଟ୍ରେନ ପାଇଁ ଜୁନରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବେନେଶ୍ୱର କଟକ ପାଇଁ ଊଚଜ ପ୍ରସ୍ତୁତ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଚାଲିଛି DPR ପ୍ରସ୍ତୁତି । ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଲେ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍ଙ୍କ ସୂଚନା । ଭୁବନେଶ୍ୱର-କଟକ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା ବେଳେ ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରିଛି ।