ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଚାଲିଛି ଶାରଦୀୟ ଦୁର୍ଗାପୂଜା ଋତୁ | ଦୁର୍ଗାପୂଜା ପାଇଁ ଚଳଚଂଚଳ ସମସ୍ତ ଗାଁ ଠୁ ସହର | ବଡ଼ବଡ଼ ତୋରଣ ସାଙ୍ଗକୁ ଆଖିଝଲସିବ ପରି ମାଙ୍କ ମୂର୍ତି | ଓଡିଶା ସମେତଓଡିଶା ବାହାରେ ମଧ୍ୟ ବେଶ ଧୁମଧାମରେ ପାଳନ କରନ୍ତି ଦୁର୍ଗା ପୂଜା | ଗତ ୨ବର୍ଷର ବ୍ୟବଧାନ ପରେ ଭକ୍ତ ଓ ଭକ୍ତିର ମିଳନ | କରୁଣା ମୟୀଙ୍କୁ ପାଖରୁ ଦର୍ଶନ କରିବେ ଭକ୍ତ | ତେବେ ଏନେଇ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ କଲେ କାମନା ।