ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସି୍ଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ପିପିପି ମୋଡ଼ ରେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକ ରେ ପିପିପି ମୋଡ଼ ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ବିଭିନ୍ନ କମ୍ପାନୀ, ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ କୁ ଘୋଷଣା କରିଛନ୍ତି । ରାଜ୍ୟ ସରକାର, ଏଥିରେ ଯେଉ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ । ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ, ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ । ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର, ପିପିଟି ମୋଡ଼ ରେ ଏହି ୪ ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ।
ରାଜ୍ୟ ସରକାର ଶିକ୍ଷକଙ୍କ ଉଦ୍ଦେଶ୍ୟ ପୂରଣ ହେବା ପରେ ଯୁବକ ଜଣକ ୨ହଜାର ଟଙ୍କା ମାଗିଥିଲା । କିନ୍ତୁ ଶିକ୍ଷକ ଧାର ଥିବା ଟଙ୍କା ବାକିଥିବା କହିବାରୁ ଯୁବକ ଜଣକ ରାଗିଯାଇଥିଲେ । ଏହାକୁ ନେଇ ଯୁକ୍ତିତର୍କ ହେଉହେଉ ପେଲାଠେଲା ମଧ୍ୟ ହୋଇଥିଲେ । ଯୁବକ ଜଣକ ରାଗିଯିବାରୁ ପାଖରେ ଥିବା ହେମଦସ୍ତା ବାଡିରେ ତାଙ୍କ ମୁଣ୍ଡକୁ ଆଘାତ ଦେବାରୁ ଶିକ୍ଷକ ପଡ଼ି ଯାଇଥିଲେ ।