ଏସ ସି ବିର ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କଲେ କଂଗ୍ରେସ କର୍ପୋରେଟର

0

କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ରେ ଅନେକ ସମୟରେ ଚିକିତ୍ସା ପାଇଁ ଅନେକ ସମସ୍ୟା ଓ ରୋଗୀଙ୍କ ଆତ୍ମୀୟ ମାନଙ୍କୁ ଅନେକ ସମୟରେ ହଇରାଣ ହେବାକୁ ପଡିଥାଏ।

ଯାହାର ସମାଧାନ ଓ ବଡ଼ ମେଡିକାଲରେ ଉତ୍ତମ ରୋଗୀସେବା ନିମନ୍ତେ କଟକ କଂଗ୍ରେସର ନିର୍ବାଚିତ ସମସ୍ତ କର୍ପୋରେଟର ଓ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଏସ ସି ବି ର ସୁପରିଟେଣଡେଣ୍ଟ ପ୍ରଫେସର ଡାକ୍ତର ଲୁସି ଦାସ ଙ୍କୁ ଭେଟି ଭେଟି ସମସ୍ତ ବ୍ୟବସ୍ଥା ଓ ଅବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।