Reporters Today
ଓଡିଶା

କୁଅଁରେ ଭାସୁଛି ମୃତ ଦେହ

(ହରପ୍ରସାଦ ବିଶୋଇ / ଗଞାମ) ; ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବେଗୁନିଆପଡା ବ୍ଲକ ବି.ନୂଆପଲ୍ଲୀ ସୀମାନ୍ତ କୁଅଁରେ ଭାସୁଛି ଯୁବକର ଗଳିତ ମୃତଦେହ । ଖବର ପାଇ ଘଟଣା ସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା ପହଁଚିଥିଲେ । ଏହାପରେ ଖଲ୍ଲିକୋଟ ଥାନା ପୋଲିସ ପହଁଚିବା ପରେ ଘଟଣାର ଅନୁସନ୍ଧାନ ଜାରିରହିଛି । କୋଦଳା ଅଗ୍ନିସମ ବାହିନୀ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ପ୍ରାପ୍ତ ସୁଚନା ଅନୁଯାଇ ଯୁବକ ଜଣଙ୍କ ଦାନପୁର ଗ୍ରାମର ଟୁଙ୍ଗୁରୁ ଦାସଙ୍କ ପୁତ୍ର ସୀମାଞ୍ଚଳ ଦାସ ହୋଇଥିବା ବେଳେ ପିଲାଟି ଦିନରୁ ସେ ମାମୁଁ ଘର ଗାଁ ବିରିବଟିଆରେ ରହୁଥିଲା ।

Related posts

୨୭ ଲିଟର ଦେଶୀ ମଦ ସହ ବାଇକ ଜବତ

Report

ଖଜା ପୁରୀର ନୁହେଁ ବିହାରର: କହିଲା ଜିଆଇ

Report

ଘଟଗାଁ ମାତାରିଣୀ ପୀଠରେ ମହାସପ୍ତମୀ ପାଇଁ ଚଳଚଞ୍ଚଳ

Report

Leave a Comment