କଳାରୁଦ୍ର ଗେଷ୍ଟ ହାଉସ ପରିସରରୁ ରବି ବାର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: କଟକ ସାଲେପୁର ମୁଖ୍ୟ ରାସ୍ତାର ମାଛୁଆତି ଠାରେ ଥିବା କଳାରୁଦ୍ର ଗେଷ୍ଟ ହାଉସ ପରିସରରୁ ରବି ବାର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।

ଘଟଣାରୁ ପ୍ରକାଶ ଯେ କି ମାହାଙ୍ଗା ଉଷୁମ ଗ୍ରାମର ରାଜ କିଶୋର ମଲ୍ଲିକ ନାମକ ଜୈନିକ ବ୍ୟକ୍ତି ଉକ୍ତ ଲଜରେ ଭଡ଼ାରେ ରହୁ ଥିଲେ, ମାତ୍ର ଗତ କାଲି ଠାରୁ ରୁମ ଭିତରକୁ ଯାଇ ଆଉ ଆସି ନଥିଲେ ପୋଲିସ କୌଣସି ମତେ ସୁଚନା ପାଇ ଉକ୍ତ କୋଠରୀକୁ ଖୋଲି ଫ୍ୟାନରେ ଝୁଲୁ ଥିବା ଅବସ୍ଥାରେ ରାଜ କିଶୋରଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ କରୁଛି ସାଲେପୁର ପୋଲିସ ।।