ଭୁବନେଶ୍ୱର:ବିଧାନସଭାରେ ମୁଲତବୀ ପ୍ରସ୍ତାଵ ଉପରେ ଆଲୋଚନା ଆରମ୍ଭ । ସମବାୟ ମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର ରଖୁଥିବାରୁ ଅସନ୍ତୋଷ ବ୍ୟକ୍ତ କଲା ବିଜେପି । ପଦ୍ମପୁର ଉପ ନିର୍ବାଚନ ବଡ଼ ହେଲା କି ବୋଲି ପ୍ରଶ୍ନ କରି ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପିର ଧାରଣା।ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ସମବାୟ ମନ୍ତ୍ରୀ କାହିଁକି ଉତ୍ତର ଦେଲେ ନାହିଁ । କା ମନ୍ତ୍ରୀ ଉତ୍ତର ରଖିବା ଉପରେ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ । ଗୃହ ମଧ୍ୟ ଭାଗକୁ ଆସି କଲେ ପ୍ରତିବାଦ । ପୋଡିଅମ ତଳେ ଧାରଣାରେ ବସିଲେ ବିଜେପି ବିଧାୟକ ।ବିଜେପି ସଦସ୍ୟଙ୍କୁ ରାଜସ୍ୱ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଗଲେ ବୁଝାଇବାକୁ। ଧାରଣାରୁ ଉଠିବାକୁ ବିଜେପି ସଦସ୍ୟ ଙ୍କୁ ଅନୁରୋଧ କଲେ ବାଚସ୍ପତି।
ଗୃହ କାର୍ଯ୍ୟ ରେ ସହଯୋଗ କରନ୍ତୁ, କୃଷକ ମାନଙ୍କ ସମସ୍ୟା ଗୁରୁତ୍ୱ ସମସ୍ୟା ଆଲୋଚନା କରନ୍ତୁ ବୋଲି ବିଜେପି ସଦସ୍ୟ ଙ୍କୁ ଅନୁରୋଧ କଲେ, ବାଚସ୍ପତି ଙ୍କ ଅନୁରୋଧ କ୍ରମେ ଧାରଣାରେ ବିଜେପି ସଦସ୍ୟ, ବାଚସ୍ପତି ଙ୍କ ଅନୁରୋଧ ପରେ ବି ଧାରଣା ରୁ ଉଠିଲେନାହିଁ ବିଜେପି ସଦସ୍ୟ, ଧାରଣା ସତ୍ୱେ ବି ଆଲୋଚନା ଜାରିଗୃହ କାର୍ଯ୍ୟ ରେ ସହଯୋଗ କରନ୍ତୁ, କୃଷକ ମାନଙ୍କ ସମସ୍ୟା ଗୁରୁତ୍ୱ ସମସ୍ୟା ଆଲୋଚନା କରନ୍ତୁ ବୋଲି ବିଜେପି ସଦସ୍ୟ ଙ୍କୁ ଅନୁରୋଧ କଲେ, ବାଚସ୍ପତି ଙ୍କ ଅନୁରୋଧ କ୍ରମେ ଧାରଣାରେ ବିଜେପି ସଦସ୍ୟ, ବାଚସ୍ପତି ଙ୍କ ଅନୁରୋଧ ପରେ ବି ଧାରଣା ରୁ ଉଠିଲେ ନାହିଁ ବିଜେପି ସଦସ୍ୟ, ଧାରଣା ସତ୍ୱେ ବି ଆଲୋଚନା ଜାରି