କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା ଭିତରେ ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲ୍ ପାରିତ

0

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁ ଚାଲିପାରିନଥିଲା ପ୍ରଶ୍ନକାଳ । ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ପୁଣି ଗୃହରେ ଉଠିଥିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ। । ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା ଭିତରେ  ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲ ପାରିତ । ଗୃହ ଆସନ୍ତା କାଲି ୧୦:୩୦ ପର୍ଯ୍ୟନ୍ତ ମୁଲତବି।