ସେଲିବ୍ରେଟିଙ୍କ ମୁଣ୍ଡରେ ପଶିଛି ନଗ୍ନ ଫଟୋସୁଟ୍‌ ଭୂତ

0

ମୁମ୍ବାଇ : ବଲିଉଡ୍‌ ଅଭିନେତାଙ୍କ ମୁଣ୍ଡରେ ପଶିଛି ନଗ୍ନ ଫଟୋସୁଟ୍‌ ଭୂତ। ପ୍ରଥମେ ରଣବୀର ସିଂହ ତା ପରେ ନକୁଲ ମେହେତା ଓ ଏବେ ବିଗ୍‌ବସ୍‌ ଫେମ୍‌ ଅଭିନେତା ଆସିମ୍‌ ରିୟାଜ୍‌ ନଗ୍ନ ଫଟୋସୁଟ୍‌ । ଆସିମ୍‌ ରିୟାଜ୍‌ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କ ସହ ଟଚ୍‌ରେ ରହିଥାନ୍ତି ଓ ପ୍ରାୟତଃ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ର ଫଟୋ ସେୟାର କରିଥାନ୍ତି। ନିକଟରେ ଆସିମ୍‌ ରିୟାଜ୍‌ ନିଜ ଲାଟେଷ୍ଟ ଫଟୋସୁଟ୍‌ର କିଛି ତାଜା ଫଟୋ ଓ ରିଲ୍ସ ସେୟାର କରିଛନ୍ତି, ଯାହା ବେଶ୍‌ ଚର୍ଚ୍ଚାରେ ରହିଛି।ଫଟୋରେ ଆସିମ୍‌ ରିୟାଜ୍‌ ଖୁବ୍‌ କମ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖାଯାଇଛି। ଆସିମ୍‌ଙ୍କର ଏହି ଫଟୋକୁ କିଛି ଫ୍ୟାନ୍‌ ପସନ୍ଦ କରିଥିବା ବେଳେ ଆଉ କିଛି ରଣବୀର ସିଂହଙ୍କୁ କପି କରିଥିବାରୁ ଟ୍ରୋଲ କରିଛନ୍ତି।

ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ରଣବୀର ଭାଇ ସମସ୍ତଙ୍କୁ ବିଗାଡ଼ି ଦେଇଛନ୍ତି। ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌ ପରେ ଏବେ ବିଗ୍‌ବସ୍‌ ଫେମ୍‌ ଅଭିନେତା ଆସିମ୍‌ ରିୟାଜ୍‌ ମଧ୍ୟ ନ୍ୟୁଡ୍‌ ଫଟୋ ଉଠାଇଛନ୍ତି। ଆସିମ୍‌ ରିୟାଜ୍‌ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କ ସହ ଟଚ୍‌ରେ ରହିଥାନ୍ତି ଓ ପ୍ରାୟତଃ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ର ଫଟୋ ସେୟାର କରିଥାନ୍ତି। ନିକଟରେ ଆସିମ୍‌ ରିୟାଜ୍‌ ନିଜ ଲାଟେଷ୍ଟ ଫଟୋସୁଟ୍‌ର କିଛି ତାଜା ଫଟୋ ଓ ରିଲ୍ସ ସେୟାର କରିଛନ୍ତି, ଯାହା ବେଶ୍‌ ଚର୍ଚ୍ଚାରେ ରହିଛି।ଫଟୋରେ ଆସିମ୍‌ ରିୟାଜ୍‌ ଖୁବ୍‌ କମ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖାଯାଇଛି।

ଆସିମ୍‌ଙ୍କର ଏହି ଫଟୋକୁ କିଛି ଫ୍ୟାନ୍‌ ପସନ୍ଦ କରିଥିବା ବେଳେ ଆଉ କିଛି ରଣବୀର ସିଂହଙ୍କୁ କପି କରିଥିବାରୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ରଣବୀର ଭାଇ ସମସ୍ତଙ୍କୁ ବିଗାଡ଼ି ଦେଇଛନ୍ତି।ବଲିଉଡ୍‌ ଅଭିନେତା ରଣବୀର ସିଂହ ଏକ ଫଟୋ ସୁଟ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ବିନା ଡ୍ରେସ୍‌ରେ ଫଟୋସୁଟ୍‌ କରି ଏବେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ରଣବୀର ସିଂହ। ରଣବୀରଙ୍କ ଫଟୋ ଯୋଗୁ ଲୋକମାନେ ତାଙ୍କ ପତ୍ନୀ ଓ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ମଧ୍ୟ ମଜାକ୍‌ ଉଡ଼ାଇଥିଲେ। ଦୀପିକାଙ୍କୁ ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ଫଟୋ ଇମ୍ପ୍ରେସ୍‌ କରିଛି ବୋଲି ସେ କହିଛନ୍ତି। ଦୀପିକାଙ୍କର ଏହି କମେଣ୍ଟ ପରେ ଲୋକମାନେ ତାଙ୍କୁ ମଧ୍ୟ ଟ୍ରୋଲ କରୁଥିବା ଦେଖାଯାଇଛି। ଏ ନେଇ ରଣବୀର ସିଂହଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଛି।