ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

ବହୁ ଚର୍ଚ୍ଚିତ ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭାରେ ହୋଇଛି ଆଲୋଚନା । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବି ପ୍ରସ୍ତାଵ ଉପରେ ଆଲୋଚନା ଜାରି ହୋଇଛି । ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା । ସରକାର କେବେବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଅସତ୍ୟ । ନାଗ ଦମ୍ପତି ମାମଲା ରେ ଦୁଇଟି ମାମଲା ହୋଇଥିଲା । ୨୯/୯/୨୨ ରେ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ। ମାମଲା ଆଧାରରେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇଛି ।