ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଧାରଣା

0

(ରଜନୀକାନ୍ତ ପାତ୍ର / ହିଞିଳି) ; ଗଂଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଧାରଣା ରେ ବସିଛନ୍ତି। ଧାରଣା ରେ ବସିଥିବା ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବେଣାପାଟ ଗାଁ ବିଦ୍ୟାଳୟ ର ବୋଲି ଜଣାପଡିଛି ! ୯ ମାସ ହେବ ସେମାନଙ୍କ ଦରମା ବନ୍ଦ କରାଯାଇଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି । ଦୁଇ ଦୁଇ ଥର ହାର୍ଟ ଅପରେସନ ହେତୁ ବିଦ୍ୟାଳୟରେ ଅନୁପସ୍ଥିତି ଥିବା ସକାଶେ ଦରମା ବନ୍ଦ କରାଯାଇଛି । ତୁରନ୍ତ ଏହାର ସମାଧାନ ଦାବିରେ ସେମାନେ ଧାରଣାରେ ବସିଥିବା ଜଣାପଡିଛି ।